Browsing Category

ପୁରୀ

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ପୁରୀ: ହୁହୁ ହୋଇ ଜଳିଗଲା ୧୦ ବଖରା ଘର ।  ପୁରୀ ଜିଲ୍ଲା ସଦର ବ୍ଲକ ଅଧିନସ୍ଥ ନୂଆଗାଁରେ ଅଗ୍ନିକାଣ୍ଡ ଘଟି ପାଞ୍ଚଟି ପରିବାରର ୧୦ ବଖରା ଘର ପୋଡି ପାଉଁଷ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ସତ୍ୟାବାଦୀ ଅଗ୍ନିଶମ…

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ପୁରୀ : ଆଜି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏଥିସହିତ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳକାମନା କରିଛନ୍ତି । ଦର୍ଶନ ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଆଖି ଅପେକ୍ଷା କରିଥିଲା ଦୀର୍ଘ…

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ : ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ପୁରୀ ସତ୍ୟବାଦୀ ଅଞ୍ଚଳରେ ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ଜିପୁର ପ୍ରଧାନସାହି ପାଖ ଏକ ଜାମୁ ଗଛରେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ  ଦେଖିବାକୁ…

ମାଛ ଧରାକୁ କେନ୍ଦ୍ର କରି ୨ ଗାଁ ମଧ୍ୟରେ ବୋମା ମାଡ଼

ପିପିଲି : ମାଛ ଧରାକୁ କେନ୍ଦ୍ର କରି ୨ ଗାଁ ମଧ୍ୟରେ ବୋମା ମାଡ଼ । ଉଭୟ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବାପରେ ଏହି ବୋମାମାଡ଼ କରାଯାଇଛି । ପୁରୀ ଜିଲ୍ଲା କଣାସ ନିକଟବର୍ତ୍ତୀ ଦୟା ନଦୀ କୂଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।…

ଆଜିଠୁ ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ : ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ସେବାୟତଙ୍କ ପରିବାର ପରେ ଆଜିଠୁ ପୁରୀବାସୀଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଏନେଇ ଆଜି ସକାଳୁ ବଡଦାଣ୍ଡ ଚଳଚଞ୍ଚଳ ହୋଇଉଠିଛି । ଦେବେ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା…

ଆଉ ଦିନକ ପରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ

ପୁରୀ:  ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ଆଉ ଦର୍ଶନ ଦେବେ କଳା ସାଆନ୍ତ। ଦୀର୍ଘ ୯ ମାସ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି…

ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ତ୍ରୀବିକ୍ରମ ବେଶ

ପୁରୀ: ମହାକାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ରଧାମ । ପଞ୍ଚୁକର ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ତ୍ରୀବିକ୍ରମ ବେଶରେ ବିଭୂଷିତ ହୋଇଛନ୍ତି। ମହାପ୍ରଭୁଙ୍କ ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି।…

ଆଇସକ୍ରିମ୍ କାଠିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ବୀର ବେଶ । ଧୋବଫରଫର ନାଗାର୍ଜୁନ ବେଶରେ ଝଟକୁଛନ୍ତି ମହାବାହୁ । ଅବ୍ୟବହୃତ ୩୫୭୫ଟି ଆଇସକ୍ରିମ କାଠି ବ୍ୟବହାର କରି ଏହି ଦୁର୍ଲଭ ବେଶର ପଟ୍ଟଚିତ୍ର ନିର୍ମାଣ କରିଛନ୍ତି ସିଦ୍ଧମହାବୀର କୁମୁଟିପାଟଣାର ଯୁବ ଶିଳ୍ପୀ ବିଶ୍ବଜିତ। ଏହି ଆକର୍ଷଣୀୟ କଳାକୃତୀର…

ନାଗର୍ଜୁନ ବେଶ ପାଇଁ ପୁରୀରେ ୧୪୪ ଧାରା ଜାରି

ପୁରୀ: ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ ୧୪୪ ଧାରା । ଆଜି ରାତି ୨ଟାରୁ ଜାରି ହେବ ଏହି କଟକଣା । ଶ୍ରୀମନ୍ଦିର ଚାରିପାଖ ସହ ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ ୧୪୪ ଧାରା ଲାଗିବ । ଏନେଇ ପୁରୀ ଏସପି କେ ବିଶାଲ ସିଂ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ବେଶ ଓଲାଗି ଯାଏଁ…

ରାତି ପାହିଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ଦେଖନ୍ତୁ କିଭଳି ରହିଛି ପ୍ରସ୍ତୁତି…

ରାତି ପାହିଲେ ନାଗାର୍ଜୁନ ବେଶରେ ଶୁସଜ୍ଜିତ ହେବେ ଶ୍ରୀଜିଉ । ଶୁକ୍ରବାର ଭୋର ୪ଟାରୁ ସକାଳ ୭ଟା ଯାଏଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଯୋଦ୍ଧା ବେଶ କରାଯିବ । ହେଲେ କରୋନା କଟକଣା ଯୋଗୁଁ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ପାରିବେ ନାହିଁ ସାଧାରଣ ଭକ୍ତ । କରୋନା ନିୟମକୁ ପାଳନ କରି…
ବ୍ରେକିଂ