Browsing Category

ପୁରୀ

ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ତ୍ରୀବିକ୍ରମ ବେଶ

ପୁରୀ: ମହାକାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ରଧାମ । ପଞ୍ଚୁକର ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ତ୍ରୀବିକ୍ରମ ବେଶରେ ବିଭୂଷିତ ହୋଇଛନ୍ତି। ମହାପ୍ରଭୁଙ୍କ ବେଶ ଓ ନୀତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବ୍ୟବସ୍ଥା କରାଯାଇଛି।…

ଆଇସକ୍ରିମ୍ କାଠିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ବୀର ବେଶ । ଧୋବଫରଫର ନାଗାର୍ଜୁନ ବେଶରେ ଝଟକୁଛନ୍ତି ମହାବାହୁ । ଅବ୍ୟବହୃତ ୩୫୭୫ଟି ଆଇସକ୍ରିମ କାଠି ବ୍ୟବହାର କରି ଏହି ଦୁର୍ଲଭ ବେଶର ପଟ୍ଟଚିତ୍ର ନିର୍ମାଣ କରିଛନ୍ତି ସିଦ୍ଧମହାବୀର କୁମୁଟିପାଟଣାର ଯୁବ ଶିଳ୍ପୀ ବିଶ୍ବଜିତ। ଏହି ଆକର୍ଷଣୀୟ କଳାକୃତୀର…

ନାଗର୍ଜୁନ ବେଶ ପାଇଁ ପୁରୀରେ ୧୪୪ ଧାରା ଜାରି

ପୁରୀ: ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ ୧୪୪ ଧାରା । ଆଜି ରାତି ୨ଟାରୁ ଜାରି ହେବ ଏହି କଟକଣା । ଶ୍ରୀମନ୍ଦିର ଚାରିପାଖ ସହ ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ ୧୪୪ ଧାରା ଲାଗିବ । ଏନେଇ ପୁରୀ ଏସପି କେ ବିଶାଲ ସିଂ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ବେଶ ଓଲାଗି ଯାଏଁ…

ରାତି ପାହିଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ଦେଖନ୍ତୁ କିଭଳି ରହିଛି ପ୍ରସ୍ତୁତି…

ରାତି ପାହିଲେ ନାଗାର୍ଜୁନ ବେଶରେ ଶୁସଜ୍ଜିତ ହେବେ ଶ୍ରୀଜିଉ । ଶୁକ୍ରବାର ଭୋର ୪ଟାରୁ ସକାଳ ୭ଟା ଯାଏଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଯୋଦ୍ଧା ବେଶ କରାଯିବ । ହେଲେ କରୋନା କଟକଣା ଯୋଗୁଁ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ପାରିବେ ନାହିଁ ସାଧାରଣ ଭକ୍ତ । କରୋନା ନିୟମକୁ ପାଳନ କରି…

କରୋନା ପାଇଁ ରାଧାପାଦ ଦର୍ଶନ ମନା

ପୁରୀ: ଚଳିତ ବର୍ଷ ରାଧାପାଦ ଦର୍ଶନ ମନା। ମହାମାରୀ କରୋନା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ରାଧାପାଦ ଦର୍ଶନ ବାରଣ କରାଯାଇଛି। ପ୍ରତିବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ଗୋପୀନାଥ ମନ୍ଦିରରେ ଦେବୀ ରାଧାଙ୍କ ପାଦ ଦର୍ଶନ…

ପୁରୀ ହାଜତ ମୃତ୍ୟୁ ମାମଲା, ନୋଟିସ କଲେ NHRC

ପୁରୀ : ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ବିବାଦ । ଆଜି ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ଜାତୀୟ ମାନବଧିକାର କମିଶନ ବା NHRC । ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ କରିଛନ୍ତି NHRC। ହାଜତ ମୃତ୍ୟୁ ଗ୍ରହଣୀୟ ନୁହେଁ ବୋଲି ମାନବଧିକାର କମିଶନଙ୍କ ପକ୍ଷରୁ…

ଟ୍ରଲର ମାଡ଼ରେ ଅଲିଭରିଡଲେ କଇଁଛ ମୃତ

କୋଣାର୍କ: ଟ୍ରଲର ମାଡରେ ବିରଳ ପ୍ରଜାତିର ଅଲିଭରିଡଲେ କଇଁଛର ମୃତ୍ୟୁ ହୋଇଛି । ଏପରି ଏକ ଖବର ଆସିଛି ପୁରୀ ଜିଲ୍ଲା କୋଣାର୍କରୁ । ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ଉଦାସୀନତା ନୀତି ପାଇଁ ବେଆଇନ ଭାବେ ଚଳାଚଳ କରୁଥିବା ଟ୍ରଲର ଯୋଗୁଁ ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଅଭିଯୋଗ…

ହାଜତ ମୃତ୍ୟୁକୁ ସ୍ୱୀକାର କଲେ ପୁରୀ ଏସପି, ଧସ୍ତାଧସ୍ତି ବେଳେ ଚାଲିଗଲା ଜୀବନ

ପୁରୀ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ହାଜତରେ ପୋଲିସ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ । ପୁରୀ ବାସେଲିସାହି ଥାନାର ହାଜତରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ବଳିଆପଣ୍ଡା ଅଞ୍ଚଳର…
ବ୍ରେକିଂ