Browsing Category

ବରଗଡ଼

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ : ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସ ଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସର ଏକ…

ବରଗଡ଼ ପୋଲିସକୁ ମିଳିଲା ସଫଳତା: ୪୮ ଘଣ୍ଟା ଭିତରେ ଗିରଫ ହେଲେ ଅଭିଯୁକ୍ତ

ବରଗଡ଼: ୪୮ ଘଣ୍ଟା ଭିତରେ ବନ୍ଧାହେଲେ ଅଭିଯୁକ୍ତ । ବରଗଡ଼ ସହରସ୍ଥିତ ୫ନଂ ଓ୍ବାର୍ଡର ସହରାପଡ଼ା ଅଞ୍ଚଳରେ ଗତ ୧୨ ତାରିଖରେ ପ୍ରାୟ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଟାଉନ ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଲୁଟ୍‌ ଟଙ୍କା ଓ ଗହଣା…

ବରଗଡ: ଆକ୍ରମଣ କରି ଲୁଟିନେଲେ ୨ଲକ୍ଷ ଟଙ୍କା

ବରଗଡ଼: ମାଡ ମାରି ଲୁଟିନେଲେ ୨ଲକ୍ଷ ଟଙ୍କା । ବରଗଡ଼ ସହର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଗୋଟିଏ ହୋଟେଲ କାଉଣ୍ଟରରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଲୁଟ୍‌ ଶିକାର ହୋଇଥିବା ବ୍ୟକ୍ତି ଜଣକ ଛତିଶଗଡ଼ ରାୟପୁରର ଆଲୋକ ଭଟ୍ଟ। ।  ସେ ରାୟପୁରରେ…

ବରଗଡ଼ ଜିଲ୍ଲା ଭଟଲି ଥାନା ଦମ୍ବୁଖରୁ ଲକ୍ଷ୍ୟାଧିକ ଟଙ୍କାର ଗହଣା ଚୋରି  

ବରଗଡ଼: ଲକ୍ଷ୍ୟାଧିକ ଟଙ୍କାର ଗହଣା ଚୋରି ଘଟଣାରେ ୨୪ ଘଣ୍ଟା ବିତିଯାଇଥିଲେ ବି, ଏପର୍ଯ୍ୟନ୍ତ ଚୋରର ଟେର ପାଇନାହିଁ ପୋଲିସ । ବରଗଡ଼ ଜିଲ୍ଲା ଭଟଲି ଥାନା ସାମ୍ନାରେ ଥିବା ଆପର୍ଣ୍ଣା ଗହଣା ଦୋକାନର ଲକ୍ଷ୍ୟାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଚୋର ଚମ୍ପଟ ମାରିବା ଓ ଘଟଣାର ୨୪ ଘଣ୍ଟା…

ଗାଁ ଜଙ୍ଗଲ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର

ପଦ୍ମପୁର: ଜଙ୍ଗଲରୁ ମିଳିଲା ନାବାଳିକାର ମୃତଦେହ । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ଯୋଗେନ୍ଦ୍ରନାଥପୁର ଗ୍ରାମ ନିକଟ ଜଙ୍ଗଲରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ନାବାଳିକା ସେହି ଗ୍ରାମର ରାଜେନ୍ଦ୍ର ପାଣ୍ଡେଙ୍କ ୮…

ନିଆଁ ସେକି ହେଉଥିବା ବେଳେ ଲୋକଙ୍କ ଉପରେ ଚଢିଗଲା କାର

ଦେବଗଡ଼ : ଦେବଗଡ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ରାସ୍ତା କଡରେ ନିଆଁ ସେକି ହେଉଥିବା ବେଳେ ଅଘଟଣ । ଏକ କାର୍ ଲୋକଙ୍କ ଉପରେ ଚଢି ଓଲଟି ପଡିବା ଫଳରେ ୬ଜଣ  ଆହତ ହୋଇଛନ୍ତି । ଆହତଙ୍କୁ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ଭିଜିଲାନ୍ସ ଜାଲରେ ତାଲପାଲି ପିଇଓ

ବରଗଡ଼ :  ଭିଜିଲାନ୍ସ ଜାଲରେ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି  । ପାଣ୍ଡବ…

ନୃସିଂହନାଥ ପୀଠରେ ଓଟିଡିସି କଟେଜ ଉଦଘାଟିତ

ବରଗଡ଼ :  ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠରେ ଓଟିଡିସିର କଟେଜ ଉଦ୍ଘାଟିତ ହୋଇଛି । ଏହି କଟେଜରେ ଚାରୋଟି ଅତ୍ୟାଧୁନିକ ଆବାସ ସହ ରହିବା ବ୍ୟବସ୍ଥା ରହିଛି । ନୃସିଂହନାଥ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଅସୁଥିବାରୁ ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ପ୍ରାୟ ଏକ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ବରଗଡ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ । ବରଗଡ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି । ପ୍ରମୋଦ ପାଣିଗ୍ରାହୀଙ୍କ ବରଗଡ ଜିଲ୍ଲାର ବରପାଲି…

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ପଦ୍ମପୁର: ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ବରଗଡ ଜିଲ୍ଲା ଦଇତା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରନନ୍ଦର ସାହୁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ଏକକାଳୀନ ଭାବେ ତାଙ୍କ ପଦ୍ମପୁର ସ୍ଥିତ ଘର ଓ ଦହିତା…
ବ୍ରେକିଂ