Browsing Category
ବଲାଙ୍ଗୀର
ଜେଲ ଭିତରେ ପ୍ରତାରଣା ଅଭିଯୋଗ
ଟିଟିଲାଗଡ: ଜେଲ ଭିତରେ ପ୍ରତାରଣା ଅଭିଯୋଗ । ଟିଟିଲାଗଡ ଜେଲରୁ ଆସିଛି ଏପରି ସାଙ୍ଘାତିକ ପ୍ରତାରଣାର ଅଭିଯୋଗ । ଆଉ ଏଥିପାଇଁ ମାମଲା ପହଞ୍ଚିଛି ଟିଟିଲାଗଡ ଥାନାରେ । ପ୍ରତାରିତ ମହିଳା ଜଣେ ହେଉଛନ୍ତି ବିଚାର ଧୀନ କଏଦୀ । ତୁସୁରା ଅଞ୍ଚଳର ଏହି ମହିଳା ଜଣକ ଦୀର୍ଘ ଦିନ ହେଲା ପାରିବାରିକ…
ଗଛ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା- ବେଲପଡ଼ା ରାସ୍ତାର ଏକ ଗଛ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ଭାଲୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗଞ୍ଜାବାହାଲ ଗାଁର ଗଣ୍ଡପତି ବଚ୍ଛା ବୋଲି ଜଣାପଡିଛି । ମୁଣ୍ଡରେ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତଦେହ…
ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୧୨ ଗୁରୁତର
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ ର ଗୋଲାଇ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୧୦ରୁ ଉର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ି ସାହାଯ୍ୟରେ ନିକଟସ୍ଥ…
ଜବତ ହେଲା କଫସିରଫ ବୋଝେଇ ମାରୁତିଭ୍ୟାନ: ୫,୪୪୦ ବୋତଲ କଫସିରଫ ଜବତ, ୨ ଗିରଫ
ବଲାଙ୍ଗୀର: ବଲାଙ୍ଗୀର ସଦର ପୋଲିସକୁ ପୁଣି ଏକ ବଡସଫଳତା ମିଳିଛି । ଆଜି ଚୋରାଚାଲାଣ ବେଳେ ଏକ କଫସିରଫ ବୋଝେଇ ମାରୁତିଭ୍ୟାନକୁ ପୋଲିସ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର- ପାଟଣାଗଡ ରାସ୍ତାର ବାରପୁଡୁଗିଅ ଛକରେ ସଦର ଆଇଆଇସି ତୁଫାନ ବାଗଙ୍କ ନେତୃତ୍ବରେ ଏକ ପୋଲିସ ଟିମ…
ବଲାଙ୍ଗୀର ଜେଲ୍ରେ ବିଚାରାଧୀନ କଏଦୀ ମୃତ
ବଲାଙ୍ଗୀର: ବଲାଙ୍ଗୀର ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ବଲାଙ୍ଗୀର ସଦର ଥାନା ବାରପୁଗୁଡିଆରେ ଗାଁର ଗଣେଷ ନାଗ ବୋଲି ଜଣାପଡିଛି । ସେ ଏକ ହତ୍ୟା ମାମଲାରେ ବଲାଙ୍ଗୀର ଜେଲ୍ରେ ଥିଲେ । ଗଣେଷ ନାଗ ୨୦୧୮ରେ ନିଜ ସ୍ତ୍ରୀଙ୍କ ହତ୍ୟା ମାମଲାରେ ଗିରଫ…
ସଡ଼କ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
ସଇଁତଲା : ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଜଲିଆ ଛକ ଠାରେ ଆଜି ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ କୃଷ୍ଣ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ସେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ…
ବଲାଙ୍ଗୀର ଜିଲ୍ଲାରୁ ଆଉ ୩୦ଲକ୍ଷ କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ପାଇଁ ପୂର୍ବତନ ସାଂସଦ କଳିକେଶଙ୍କ ଦାବି
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ୩୦ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଛି । କିନ୍ତୁ ଚାଷିଙ୍କ ପାଖରେ ବହୁପରିମାଣରେ ଧାନ ରହିଛି । ତେଣୁ ଜିଲ୍ଲାରୁ ଆଉ ୩୦ ଲକ୍ଷ କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ଦେବାକୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଖାଦ୍ୟ ଓ ଯୋଗାଣମନ୍ତ୍ରୀଙ୍କ ସହ…
ମାର୍ବଲ ଖସି ଶ୍ରମିକ ମୃତ , ୨ ଗୁରୁତର
ବଲାଙ୍ଗୀର : ବଲାଙ୍ଗୀର ପ୍ୟାଲେସଲାଇନ ପଡାରେ ବ୍ୟବସାୟୀ ଗୋପାଳ ଅଗ୍ରଓ୍ବାଲଙ୍କ ଘର ନିର୍ମାଣ ବେଳେ ଅଘଟଣ ଘଟିଛି । ଘରେ ମାର୍ବଲ କାମ କରୁଥିବା ବେଳେ ମାର୍ବଲ ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ଯ 2 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ କାଲସାଏପାଲିର…
ବନବିଭାଗ ଦ୍ବାରା ୬ଲକ୍ଷ ଟଙ୍କାର କାଠ ସହ ଟ୍ରକ ଜବତ, ୨ ଗିରଫ
ବଲାଙ୍ଗୀର : ବଲାଙ୍ଗୀର ବନବିଭାଗ ପକ୍ଷରୁ ଆଜି ସାଲେଭଟା ନିକଟରୁ ଖଇର ଓ କୁରୁଡୁ କାଠ ଚୋରାଚାଲାଣ କରୁଥିବା ଏକ ଟ୍ରକ ଜବତ କରାଯାଇଛି । ଘଟଣାାରେ ଟ୍ରକ ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଛି । ଟ୍ରକଟି ସମ୍ବଲପୁରର ଅନୀଳ ଶାହଙ୍କର ସମେତ ଦେଓଗାଁ ବନ୍ଧପଡା ଅଞ୍ଚଳର ଜଙ୍ଗଲରୁ କାଠ…
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ
ବଲାଙ୍ଗିର: ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର । ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ମୃତ ଯୁବକ ଜଣକ କଳାହାଣ୍ଡି ଜିଲ୍ଲା ବେଲଖଣ୍ଡି ଅଞ୍ଚଳର ସରାବହାଳି ଗ୍ରାମର ଝସକେତନ ସାହୁ ବୋଲି ଜଣାପଡିଛି l ସୂଚନା ଅନୁଯାୟୀ, ମଙ୍ଗଳବାର…