Browsing Category

ବାଲେଶ୍ଵର

ଲଭ୍ ସେକ୍ସ ଧୋକା:ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ଅମର୍ଦ୍ଦା ରୋଡ: ପ୍ରେମରେ ଲାଗିଛି କଳକ  ଛିଟା । ପ୍ରେମିକାକୁ ପାଇବା ପାଇଁ ପ୍ରେମିକର ଘର ଆଗରେ ନଖାଇ ନପିଇ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛି ପ୍ରେମିକା । ଏଭଳି ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତରୁ ।   ସୁଚନା ମୁତାବକ,…

ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆତ୍ମସମର୍ପଣ କଲେ ମହିଳା ଆଇଆଇସି

ବାଲେଶ୍ୱର: ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଆତ୍ମସମର୍ପଣ କଲେ ମହିଳା ପୋଲିସ ଅଧିକାରୀ  । ବାଲେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତରେ ଟାଉନଥାନା ମହିଳା ଆଇଆଇସି ସରୋଜିନୀ ନାୟକ ଆତ୍ମସମର୍ପଣ କରିଛନ୍ତି  । ସୂଚନାଯୋଗ୍ୟ, ଏକ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା…

ବାଲେଶ୍ଵରରୁ ୧୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ଦୁଇ ଅଟକ

ଭୁବନେଶ୍ଵର : ପୁଣି ଜବତ ହେଲା ନକଲି ଜର୍ଦ୍ଦା । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ କ୍ଵିଣ୍ଟାଲ ଓଜନର ନକଲି ଜର୍ଦ୍ଦା ଜବତ କରିଛି ଏସଟିଏଫ ।…

ପୋଖରୀ ହୁଡାରୁ ବୃଦ୍ଧ ଦମ୍ଫତ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ !

ବାଲେଶ୍ୱର: ପୋଖରୀ ହୁଡାରୁ ବୃଦ୍ଧ ଦମ୍ଫତ୍ତିଙ୍କ ମୃତଦେହ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଟୁକୁରିହାଜିରା ପଞ୍ଚାୟତ ଅନ୍ତର୍ଗତ ଚକଫୁଲବଣୀ ଗାଁର ଏକ ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ହେଲେ କାହ୍ନୁଚଣ ମଣ୍ଡଳ ଓ ତାଙ୍କ ପତ୍ନୀ ବାସନ୍ତୀ ମଣ୍ଡଳ…

ପୋଖରୀ ହୁଡ଼ାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଫୁଲବଣି ଗାଁରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଖରୀ ହୁଡ଼ାରୁ ଉଭୟଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଏହା ହତ୍ଯା ନା ଆତ୍ମହତ୍ଯା ତାହା ଜଣାପଡିନଥିବା ବେଳେ ପୋଲିସ…

ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ: ସୁପାରୀ ଦେଇ ଝିଅକୁ ହତ୍ୟା କରିଥିଲା ମା

ବାଲେଶ୍ୱର: ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ । ସୁପାରୀ ଦେଇ ନିଜ ଝିଅକୁ ହତ୍ୟା କରିଥିଲା ମା'।  ସଦରଥାନା ଅଧୀନ ରାଇସୁଆଁ ଗ୍ରାମର ବିବାହିତା ମହିଳା ଶିବାନୀ ନାୟକ (୩୬)କୁ ହତ୍ୟା କରି ନଗ୍ରମର ବେଲନଦୀ ତଳେ ଫିଙ୍ଗିବା ଘଟଣାରେ ପୁଲିସ ସୁପାରି କିଲର ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି…

ଏଟିଏମ ଭିତରେ ଆକ୍ରମଣ କରି ଲୁଟିନେଲେ ୩୫ ହଜାର ଟଙ୍କା

ବାଲେଶ୍ୱର: ଏଟିଏମ ଭିତରେ ଲୁଟିଲେ ଟଙ୍କା । ଏଟିଏମ  ଭିତରେ ଦୁର୍ବୃତ୍ତମାନେ ଯୁବକଙ୍କୁ ଆକ୍ରମଣ କରି ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି । ସୋର ଥାନା ଷ୍ଟେସନ ଛକ ଏଟିଏମ ଭିତରେ ଯୁବକଙ୍କୁ ମାଡ ମାରି ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି । ସୂଚନା ଅନୁଯାୟୀ,  ରବିବାର  ସୋର ଥାନା…

ତହସିଲଦାରଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ନୀଳଗିରି: ତହସିଲଦାରଙ୍କୁ ଆକ୍ରମଣ କଲେ ବାଲିମାଫିଆ । ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଏବଂ ତାଙ୍କ ଡ୍ରାଇଭରଙ୍କୁ ପୂନ୍ଦାଳ ଠାରେ କିଛି ଚୋରା ବାଲିମାଫିଆ ଆକ୍ରମଣ କରିବା ସହିତ ଦୀର୍ଘ ଏକ ଘଣ୍ଟା ଅଟକ ରଖିଥିଲେ । ପରେ ଖବର ପାଇ ନୀଳଗିରି ପୋଲିସ ସହାୟତାରେ  ତହସିଲଦାରଙ୍କୁ ଉଦ୍ଧାର…

ଅଗ୍ନିକାଣ୍ଡରେ ଜଳିଗଲା ୪ ଦୋକାନ

ଅମର୍ଦ୍ଦାରୋଡ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ବଜାରରେ ଅଗ୍ନିକାଣଅଡ ଘଟିଛି । ଏଥିରେ ୪ ଟି ଦୋକାନ ଘର ଜଳି ପାଉଁଶ ହୋଇଯାଇଛି । ଆଜି ଭୋର ୪ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ…

ଗ୍ଲାସ କଟରରେ ଏଟିଏମ କାଟି ଟଙ୍କା ଲୁଟ୍

ବାଲେଶ୍ୱର : ଗ୍ଲାସ କଟରରେ ଏଟିଏମ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ବସ୍ତା ଜାମଶୁଳି ଛକସ୍ଥିତ ଏଟିଏମରୁ  ଗତକାଲି ବିଳମ୍ବିତ ରାତିରେ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଛକରେ ଥିବା ଇଣ୍ତିକ୍ଯାସ ଏଟିଏମରେ ଏହି ଲୁଟ ହୋଇଛି ।…
ବ୍ରେକିଂ