Browsing Category

ଭଦ୍ରକ

ଭଦ୍ରକରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ଭଦ୍ରକ: ଭଦ୍ରକରୁ  ପୁଣି ଜବତ ହେଲା ଧଳ ଜହର । ରାଣୀତାଲ ନିକଟରେ ଗ୍ରାମାଞ୍ଚଳ ଥାନା ପୋଲିସ ଚଢଉ କରି ଏହି ବ୍ରାଉନସୁଗର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି  । ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ବ୍ରାଉନସୁଗାର ବ୍ୟବସାୟ…

ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ

ଭଦ୍ରକ : ଭଦ୍ରକ ଜିଲା ୧୬ ନ. ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାରେ  ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ଗାଡି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ଏଥିସହ କ୍ୟାବିନ ମଧ୍ୟ ଜଳିଯାଇଛି । ସେପଟେ ବସରେ ଥିବା…

ରାହାଜାନି ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲଦଣ୍ଡ

ଭଦ୍ରକ: ଅଭିଯୁକ୍ତକୁ ୩ ବର୍ଷ ଜେଲଦଣ୍ଡ ।  ଏକ ରାହାଜାନି ମାମଲାର ବିଚାର କରି ଭଦ୍ରକ ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ଧାମନର ଥାନା ରଇପୁର (ସାତ ଭଉଣି) ଗ୍ରାମର ସନ୍ତୋଷ ଦାସଙ୍କ ପୁଅ ସଂଗ୍ରାମ ଦାସ ଓରଫ  ବାପୁନୁକୁ ଦୋଷି ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ…

ଭଦ୍ରକରେ ନକଲି ଜ଼ର୍ଦ୍ଦା କାରଖାନା ଠାବ

ଭଦ୍ରକ : ଭଦ୍ରକ ଜିଲ୍ଲାର ଛଡ଼ାକମହଲା ଅଞ୍ଚଳରେ ନକଲି ଜ଼ର୍ଦ୍ଦା କାରଖାନା ଠାବ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା , ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ , ଯନ୍ତ୍ରାଂଶ ସହ ଏଥିରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି ପୋଲିସ । ସେପଟେ ଅଭିଯୁକ୍ତ ଘଟମାସ୍ଥଳରୁ ଫେରାର…

ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ପୋଲିସ୍ ଗାଡି

ଭଦ୍ରକ: ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଉତ୍ତକ୍ତ ଲୋକେ ଜାଳିଦେଲେ ପୋଲିସ ଗାଡି । ଭଦ୍ରକ ଜିଲ୍ଲା ତିହିଡା ଥାନାରେ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ପୋଲିସ ଭ୍ୟାନକୁ ଜାଳିଦେଛନ୍ତି  । ସୂଚନାନୁଯାୟୀ,…

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭଦ୍ରକ : ଭଦ୍ରକ ସହର ପୁରୁଣାବଜାର ଥାନା  ୨୦ ନମ୍ବର ୱାର୍ଡ ବଡଶଙ୍କରପୁର ଗ୍ରାମରେ  ଭୟାବହ  ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପରିବାରର ଜଣେ ସଦସ୍ୟଙ୍କ ଚିକିତ୍ସା ପାଇଁ ରଖାଯାଇଥିବା ନଗଦ ୪୦ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମିଭୁତ ହୋଇଯାଇଛି । ସୋମବାର…

ତାସ ଖେଳ ହେଲା କାଳ : ନାବାଳକର ଶିଳପୁଆ ମାଡ଼ରେ ବୃଦ୍ଧ ମୃତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋଳସାହି ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାସ ଖେଳ ସମୟରେ କରାଯାଇଛି ବିଭତ୍ସ ହତ୍ୟା । ନାବାଳକର ଶିଳପୁଆ ମାଡ଼ରେ ବୃଦ୍ଧ ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ତେବେ ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ବ୍ୟକ୍ତି ଜଣକ…

ଆଜିଠୁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ : କରୋନା ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ଭଦ୍ରକର ପ୍ରସିଦ୍ଧ ଆରଡି ଆଖଣ୍ଡଳମଣି ମନ୍ଦିର ଆଜିଠୁ ଖୋଲିଛି । ପୁରୀ ଏବଂ ଲିଙ୍ଗରାଜ ମନ୍ଦିର ପରି ଏଠାରେ ମଧ୍ୟ ପ୍ରଥମେ ସେବାୟତ ଏବେଂ ତାଙ୍କ ପରିବାରକୁ ଦର୍ଶନ କରିବାର ସୁଯୋଗ ମିଳୁଛି । କୋଭିଡ୍ କଟକଣା ଓ ନିୟମ ପାଳନ କରି…

ହେମଦସ୍ତାରେ ପିଟି ଆଈକୁ ହତ୍ୟା କଲା ନାତୁଣୀ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଳିକୁ କେନ୍ଦ୍ର କରି ନାତୁଣୀ ନିଜ ଆଈକୁ ହତ୍ୟା କରିଥିବା ଜଣାପଡିଛି । ହେମଦସ୍ତା ସାହାଯ୍ୟରେ ନାତୁଣୀ ଆଈର ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସେହି ଗାଁର…

ଲାଞ୍ଚ ହେଲା କାଳ, ଗିରଫ ହେଲେ ଆରଆଇ

ଭଦ୍ରକ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆର ଆଇ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ କଇଥକୋଲା ରାଜସ୍ୱ ନିରୀକ୍ଷକ ୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ହାତରେ ଧରାପଡି  ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ,କଇଥଖୋଲା ଗାଁର ସତ୍ୟବ୍ରତ…
ବ୍ରେକିଂ