Browsing Category

ମାଲକାନଗିରି

ମାଲକାନଗିରି ମୋଟୁରେ ନୂଆ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ମାଲକାନଗିରି:  ମାଲକାନଗିରି ଜିଲ୍ଲା ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଗସ୍ତ କଲେ ନୂତନ ଜିଲ୍ଲାପାଳ ବିଶାଲ ସିଂ । ପ୍ରଥମ ଥର ପାଇଁ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଲାଗି କେନ୍ଦ୍ରରେ ନିୟୋଜିତ ଅଧିକାରୀ ମାନଙ୍କ ସହ…

ମାଲକାନଗିରିରୁ ପୁଣି ୪ ନକଲି ଡାକ୍ତର ଗିରଫ

ମାଲକାନଗିରି: ନକଲି ଡାକ୍ତରଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ମାଲକାନଗିରି ଜିଲ୍ଲା । ଗତକିଛି ଦିନ ହେଲେ ବିଭିନ୍ନ ବ୍ଲକରୁ ନକଲି ଡାକ୍ତରଙ୍କୁ ଠାବ କରି ଗିରଫ କରିଛି ପୋଲିସ । ମାଲକାନଗିରି ଆଦର୍ଶ ଥାନା ଅଞ୍ଚଳରୁ ୪ ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ…

ଚିତ୍ରକୋଣ୍ଡାରୁ ଚାରି ନକଲି ଡାକ୍ତର ଗିରଫ

ମାଲକାନଗିରି: ସ୍ୱାଭିମାନ ଅଂଚଳରେ ଘୁରି ବୁଲୁଛନ୍ତି ନକଲି ଡାକ୍ତର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରୁ ୪ ନକଲି ଡାକ୍ତରଙ୍କୁ ଗିରଫ । ଏହି ୪ ଜଣ ବିନା ଡ଼ାକ୍ତରୀ ଡିଗ୍ରି କିମ୍ବା ଲାଇସେନ୍ସ ନଥାଇ ଚିତ୍ରକୋଣ୍ଡା ସମେତ ସ୍ୱାଭିମାନ ଅଂଚଳରେ ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା…

ଯୋଡାମ୍ବଠାରେ ନୂତନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୋଡାମ୍ବ ଠାରେ ନୂତନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ନିର୍ମାଣ  ପାଇଁ ଦାବି । ତେବେ ୫ଟି ପଞ୍ଚାୟତବାସୀ ଆଜି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଚିତ୍ରକୋଣ୍ଡା ବ୍ଲକରେ…

ନଦୀରେ ବୁଡି ଯୁବକ ମୃତ

ମାଲାକନଗିରି : ମାଲାକନଗିରି ଜିଲ୍ଲା ପଡିଆ ବ୍ଳକ ବଜାଗୁଡା ଗ୍ରାମର ଜଣେ ଯୁବକ ଓଡିଶା ଓ ଛତ୍ତିଶଗଡ଼ ସୀମାକୁ ଲାଗିଥିବା ଶାବେରୀ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି।  ମୃତକ ଜଣକ ଗଙ୍ଗା ସୋୟାମ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ କାଲିମେଳା ପଠାଇଥିବା…

୨ ନାବାଳକଙ୍କ ସମେତ ୮ ଶ୍ରମିକ ଉଦ୍ଧାର, ୨ ଗିରଫ

ମାଲକାନଗିରି  : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗୱାଡ଼ା ଗ୍ରାମର ୨ ନାବାଳକଙ୍କ ସମେତ ୮ ଜଣ ଶ୍ରମିକଙ୍କୁ ଚାଲାଣ କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଛି । ଭେଜାଙ୍ଗୱାଡ଼ା ଅଂଚଳର…

୩ ମହିଳାଙ୍କ ସମେତ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ  

ମାଲକାନଗିରି :  ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟ ଭଦ୍ରାଦି କତାଗୁଡମ୍ ଆରକ୍ଷ ଅଧିକ୍ଷକ ଏବଂ  ସି.ଆର.ପି.ଏଫ୍  ୧୪୧ ବାଟାଲିୟନ୍ କମାଣ୍ଡେଂଟ୍‌ଙ୍କ ନିକଟରେ ୩ ମହିଳାଙ୍କ ସମେତ ୧୯ ଜଣ ମିଲିସିଆ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀ ମାନେ ଦୁମୁଗୁଡେମ୍ ମଣ୍ଡଲ୍‌ର…

ସହାୟତା ପାଇଁ ଅନାଥ ଭାଇଭଉଣୀଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ମାଲକାନଗିରି :  ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପୁଲାପାଲ୍ଲୀ ଗ୍ରାମର ୪ ଜଣ ଅନାଥ ଶିଶୁମାନଙ୍କ ଚଳିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ  ଜିଲ୍ଲା ପ୍ରଶାସନର ସହାୟତା ଲଡିଛନ୍ତି । ସଂପୃକ୍ତ ଗ୍ରାମର ଭୀମ ପୁଲା, ମୀନତି ପୁଲା, ସବିତା ପୁଲା ଓ ଶୀବ ପୁଲାଙ୍କ ମାଆ ଗତ ୪ ବର୍ଷ ତଳେ…

ଅନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଗିରଫ, ୯ ନାବାଳିକା ଉଦ୍ଧାର

କାଲିମେଳା: ଅନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଗିରଫ । ଏଥିସହ ନଅ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି କାଲିମେଳା ପୋଲିସ । ତେବେ ଅଭିଯୁକ୍ତ ଜଣକ ଏହି ନାବାଳିକା ମାନଙ୍କୁ ମାଲକାନଗିରିରୁ ବେଆଇନ ଭାବେ ତାମିଲନାଡୁର ଚେନ୍ନାଇକୁ ନେଇକି ଯାଉଥିବା ବେଳେ ମାଥିଲି  ଅଞ୍ଚଳରୁ ଗିରଫ କରିବାରେ…

କାଲିମେଳାରୁ ୧୫୦ କଇଁଛ ଉଦ୍ଧାର

କାଲିମେଳା: ବେଆଇନ ଭାବେ କଇଁଛ ଚୋରା କାରାବାର ହେଉଥିବା ବେଳେ କାଲିମେଳା ବନବିଭାଗର ଚଢାଉ । ୧୫୦ କଇଁଛ ଉଦ୍ଧାର କରିବା ସହ  ଦୁଇଟି ମଟର ସାଇକେଲ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ । ଘଟଣାସ୍ଥଳରୁ ସମସ୍ତ ବେପାରୀ ଚମ୍ପଟ ମାରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଟିଗଲ ଗ୍ରାମ ପଞ୍ଚାୟତ…
ବ୍ରେକିଂ