Browsing Category

ମାଲକାନଗିରି

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ରାଜ୍ୟ ମାନବାଧିକାର କମିସନ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ଗଣାମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ  । ତେବେ ମାର୍ଚ୍ଚ ୩୦ ସୁଦ୍ଧା…

୪ ନାବାଳକକୁ ଥାର୍ଡ ଡିଗ୍ରୀ ଘଟଣା: ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତଦନ୍ତ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନାରେ ଏକ ଚୋରି ଘଟଣାରେ ଚାରି ଜଣ ନାବାଳକଙ୍କୁ ପୁଲିସର ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ଆଜି ଜିଲ୍ଲାପାଳ ୱାଇ ବିଜୟ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏନେଇ ଚିତ୍ରକୋଣ୍ଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା…

ମାଲକାନଗିରିରେ ବନ୍ଦ ପାଳନ, ପିକେଟିଂ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କଂଗ୍ରେସ କର୍ମୀ

ମାଲକାନଗିରି : ଦେଶରେ ତୈଳଦର କେରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଦାର କାରଣ ପାଲଟିଛି । ତେବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ଓଡ଼ିଶା କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା…

ମାଲକାନଗିରିରେ ହନୁମାନ ପଇସା, ହରିଣ ଛାଲ ଜବତ, ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଚୋରା କାରବାର ବଢିବାରେ ଲାଗିଛି । ଜିଲ୍ଲାର ଚିତ୍ରକୋଣ୍ଡାରୁ ଆଜି ଏକ ଆନ୍ତଃରାଜ୍ୟ ଚୋରା କାରବାର ରାକେଟ୍ ଠାବ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ବିପୁଳ ପରିମାଣର ରତ୍ନ ପଥର, ହରିଣ ଛାଲ, ତମ୍ବା ପଇସା, ହନୁମାନ ପଇସା ଆଦି ଜବତ…

ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ଚିତ୍ରକୋଣ୍ଡା: ନିର୍ଯାତନା ଦେଇ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ । ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଏସଏସଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ବୁଧବାର ନିଲମ୍ବିତ କରାଯାଇଛି । ଜିଲା ପ୍ରଶାସନର ତଦନ୍ତ ରିପୋର୍ଟକୁ…

କରୋନା ଟିକା ନେଲେ ମାଲକାନଗିରି ଜିଲ୍ଲାପାଳ ଏବଂ ଏସପି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦ୍ଵିତୀୟ ପର୍ଯ।ୟ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । ମାଲକାନଗିରି ଡିଅ।ରଡିଏ ପରିସରରେ ଚାଲିଥିବା ଏହି ପର୍ଯ୍ୟାୟ ଟିକାକରଣରେ ପ୍ରଥମେ  ଜିଲ୍ଲାପାଳ ଡ଼.ୱାଇ ବିଜୟ ଏବଂ ଏସପି ରିଷୀକେଶ ଖିଲାରୀ ଡି ଟିକ। ନେଇଛନ୍ତି । ଏହି ପର୍ଯ୍ୟ।ୟରେ  କୋଭିଡ ଯୋଦ୍ଧା…

ରାଷ୍ଟ୍ରିୟ କିଷାନ ମଜଦୁର ମହାସଂଘ ପକ୍ଷରୁ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ

ମାଲକାନଗିରି : କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଆଜି ସାରା ଦେଶରେ ଚକାଜାମ୍ ଡାକରା ଦେଇଛନ୍ତି ।  ଆଜି ଦିନ ୧୨ଟାରୁ ଏହି ଚକାଜାମ୍ ଆନ୍ଦୋଳନ ଆରମ୍ଭ ହୋଇଛି । ଏହାକୁ ସମର୍ଥନ କରି ମାଲକାନଗିରି ରାଷ୍ଟ୍ରିୟ କିଷାନ ମଜଦୁର  ମହାସଂଘ ପକ୍ଷରୁ ଦିନ ୧୨ ଟା ରୁ…

ବିଏସଏଫ୍ ଜବାନଙ୍କ ବଡ ସଫଳତା: ମାଲକାନଗିରି ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ୍

ମାଲକାନଗିରି: ବିଏସଏଫ୍ ଜବାନଙ୍କୁ ମିଳିଛି ବଡ଼ ସଫଳତା।  ଅପରେସନ ବେଳେ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ ।  କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାବା ଏବଂ ତାଇମାଲ ଅଂଚଳରେ ବିଏସଏଫ ଏବଂ ଜିଲ୍ଲା ପୁଲିସ କୁମ୍ବିଂ କରୁଥିବା…

କେନାଲରେ ବୁଡି ଚାରିବର୍ଷ ଶିଶୁର ଗଲା ଜୀବନ, ଚିକିତ୍ସା ପାଇଁ ମେଡିକାଲ କର୍ମଚାରୀ ନଆସିବାରୁ ଅସନ୍ତୋଷ

ପଡିଆ: କେନାଲରେ ବୁଡି ପ୍ରାଣ ହରାଇଲା ଚାରିବର୍ଷର ଶିଶ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗୋଲାଗୁଡା ଗାଁରେ ଥିବା କେନାଲରେ ଜଣେ ୪ ବର୍ଷର ଶିଶୁ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଶିଶୁଟିକୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ପାଣିରୁ ଉଦ୍ଧାର କରି ସ୍ଥାନୀୟ…

ଅଙ୍ଗନବାଡି କେନ୍ଦ୍ରରେ ବିଷାକ୍ତ ଫଳ ଖାଇ ୮ ଶିଶୁ ଗୁରତର

ମାଲକାନଗିରି: ଖୋଲୁ ଖୋଲୁ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ । ଅଙ୍ଗନବାଡି କେନ୍ଦ୍ରରେ ପିଲାମାନେ ବିଷାକ୍ତ ଫଳ ଖାଇବା ଫଳରେ ଗୁରୁତର ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଙ୍ଗନବାଡି ଦିଦିଙ୍କ ଅବହେଳା ଯୋଗୁଁ ଏଭଳି ଘଟିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଘଟଣା…
ବ୍ରେକିଂ