Browsing Category

ମୟୂରଭଞ୍ଜ

ଭାରସାମ୍ୟ ହରାଇ ଓଲଟିପଡିଲା ଯାତ୍ରୀବାହୀ ବସ୍, ୪ ଆହତ

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିପଡିଲା ଭୁବନେଶ୍ୱର ଅଭିମୁଖେ ଆସୁଥିବା ଯାତ୍ରୀବାହୀ ବସ୍ । ପଦ୍ମାବତୀ ନାମକ ଏହି ବସ୍‌ ଟି ମୟୁରଭଞ୍ଜ ଜିଲା  ବହଳଦାରୁ ଭୁବନେଶ୍ୱର ଆସୁଥିବା ବେଳେ ଟାଉନ୍‌ ଥାନା ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍‌ ଟି ଭାରସାମ୍ୟ ହରାଇ…

ଜାଲ ନୋଟ ରେଡ ବେଳେ ପୋଲିସକୁ ମିଳିଲା ବଡ଼ ସଫଳତା, ଦୁଇଗୋଟି ବନ୍ଧୁକ ସହ ଜଣେ ଗିରଫ

ବାରିପଦା: ଜାଲନୋଟ କାରବାର ଲିଙ୍କ ନେଇ ପୋଲିସର ରେଡ ସମୟରେ ପୋଲିସକୁ ମିଳିଛି ବଡ ସଫଳତା । ଦୁଇଗୋଟି ବନ୍ଧୁକ ଜବତ୍ କରିବା ସହ ଜଣକୁ ଗରଫ କରିଛି ପୋଲିସ୍ । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥଙ୍କ ନିର୍ଦ୍ଦେଶ କ୍ରମେ ଚିଲିମା ଗ୍ରାମର ମନୋଜ କୁମାର…

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ ହେବ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ

ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ ହେବ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଅନୁରଧ ପତ୍ର ପଠାଯିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଜୁ…

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳିତ

ବାରିପଦା : ନବ ଓଡିଶାର ଅନ୍ୟତମ ନିର୍ମାତା, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ତଥା ମୟୂରଭଞ୍ଜ ଗଡଜାତରାଜ୍ୟର ପ୍ରଜାନୁରଞ୍ଜକ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଆଜି ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତି ସ୍ଥଳ…

୮୫ହଜାର ଟଙ୍କାର ଜାଲି ନୋଟ ଜବତ, ୨ ଗିରଫ

ବାରିପଦା : ବାରିପଦା ସହରରେ ଦିନକୁ ଦିନ ଅପରାଧ ବୃଦ୍ଧିପାଇବାରେ ଲାଗିଛି । ବିଶେଷ କରି ସୀମାନ୍ତ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟର ଅପରାଧି ମାନେ ସେମାନଙ୍କର ଅପରାଧ ଘଟାଇ ସହଜରେ ଫେରାର ହେବାକୁ ସକ୍ଷମ ହେଉଛନ୍ତି । ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସ ୮୫ହଜାର ଟଙ୍କାର ଜାଲି ନୋଟ…

ବ୍ରାହ୍ମଣକୁଣ୍ଡକୁ ପର୍ଯ୍ୟଟନ ବିଭାଗର ଅଣଦେଖା

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ନୂତନ ଭାବେ  ହୋଇଥିବା ଚାକିଡି ଫଚାୟତରେ ଅବସ୍ଥିତ ବ୍ରାହ୍ମଣକୁଣ୍ଡ । ଏହା ବାଙ୍ଗିରିପୋଷି ବ୍ଲକର ଏକ  ଦର୍ଶନୀୟ ସ୍ଥାନ  ମଧ୍ୟରୁ ଗୋଟିଏ । ଏଠାରେ  ଦେଖିବାକୁ ମିଳେ ଏକ  ଗଣ୍ଡରେ  ବହୁ ବଡ ବଡ ମାଛ ସହିତ  ପ୍ରାକୃତିକ ସୌନ୍ଦଯ୍ୟ ଭରା…

ପରୀକୁ ନ୍ୟାୟ ଦାବୀରେ ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା କରିବ ବିଜେପି

ବାରିପଦା : ବିଗତ ୨୦୧୯ ମସିହାରେ ଓଡିଶାରୁ ୫୫୦୩ ଶିଶୁ ନିଖୋଜ ହୋଇଥିବାର ରିପର୍ଟ ଓଡିଶା ବାସୀଙ୍କ ଭାବାବେଗକୁ ଦୋହଲାଇ ଦେଇଛି ।  ନୀକଟ ଅତୀତରେ ନୟାଗଡ ଯଦୁପୁର ଗ୍ରାମର ପରୀ ନିଖୋଜ ଓ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଖୋଦ  ପରୀର ପିତା ମାତା, ସ୍ଥାନୀୟ ଜନସାଧାରଣ…

କଥା ରଖିଲେ ମୁଖ୍ୟମନ୍ତ୍ରୀ: ବାରିପଦାର ୨ୟ ଶ୍ରୀକ୍ଷେତ୍ର ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ବାରିପଦା: କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ  ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବିଗତ ଦିନରେ ବାରିପଦା ବାଙ୍କିଶୋଳ କୋଭିଡ…

ପୁଣି ଅଲୋଡା ହେଲା ଶିଶୁକନ୍ୟା, ଶ୍ମଶାନ ଘାଟ ନିକଟରୁ ନବଜାତ ଉଦ୍ଧାର

ବାରିପଦା : ପୁଣି ଅଲୋଡା ହେଲା ଶିଶୁକନ୍ୟା । କନ୍ୟାଭୃଣ ହତ୍ୟା ଏକ ସାମାଜିକ ବ୍ୟାଧି ପାଲଟିଥିବା ବେଳେ ସରକାର ବିଭିନ୍ନ ଆଇନ ଆଣି କନ୍ୟା ଭୃଣହତ୍ୟା ରୋକିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ  ସାମାଜିକ ସଚେତନତା ଅଭାବରୁ ସମାଜରେ ଶିକ୍ଷିତ ବୋଲାଉଥିବା ଲୋକେ କନ୍ୟା ଭୃଣହତ୍ୟା କରୁଥିବା ବିଭିନ୍ନ…

ପୋଲିସ ସାଜିଲା ଶିକାରୀ, କୁଟୁରା ଶିକାର ବେଳେ ଗିରଫ ହେଲେ ୨କନେଷ୍ଟବଳ

ବାରିପଦା: ପୁଣି ଖାକିରେ ଲାଗିଲା ଦାଗ । କୁଟୁରା ଶିକାର କରୁଥିବା ବେଳେ ଗିରଫ ହେଲେ ୨ ପୋଲିସ କନେଷ୍ଟବଳ। ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୋମବାର ଦୁଇ ପୋଲିସ କର୍ମଚାରୀ ମାଇ କୁଟୁରା ଶିକାର କରୁଥିବା ବେଳେ ଶିମିଳିପାଳ ବନ ଅଧିକାରୀଙ୍କ ଦ୍ୱାରା…
ବ୍ରେକିଂ
ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ