Browsing Category

ମୟୂରଭଞ୍ଜ

କରଞ୍ଜିଆ ସହରର ସମସ୍ତ ଦୋକାନ ବଜାର ୨ଦିନ ପାଇଁ ବନ୍ଦ

କରଞ୍ଜିଆ: ମୟୁରଭଞ୍ଜର କରଞ୍ଜିଆ ଏନଏସିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ କରଞ୍ଜିଆ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ସହରର ସମସ୍ତ ଦୋକାନ ବଜାର ଆଗାମୀ ୨ ଦିନ ଯାଏଁ ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ସୂଚନା ଅନୁଯାୟୀ, ସୋମବାର ସୁଦ୍ଧା…

ସ୍ୱାମୀର କଟୁରୀ ଚୋଟରେ ପ୍ରେମିକ ମୃତ, ସ୍ତ୍ରୀ ଗୁରୁତର

କରଞ୍ଜିଆ  : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦୁଧିଆଣି ଗ୍ରାମପଞ୍ଚାୟତ ବୁଢ଼ୀଗାଁ ଗ୍ରାମରେ ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ ସ୍ଵାମୀ କଟୁରୀରେ ହାଣିଥିବା ଜଣାପଡିଛି।  ଫଳରେ ଘଟଣାସ୍ଥଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି।  ପୋଲିସ ଘଟଣାସ୍ଥଳକୁ ଯାଇ…

ରାଇରଙ୍ଗପୁର ଉପକାରାଗାରର ୧୬ ଅନ୍ତେବାସୀ କରୋନା ସଂକ୍ରମିତ

ବାରିପଦା : ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଅନ୍ତେବାସୀଙ୍କୁ ଜେଲ୍ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ ବୋଲି…

କୁକୁଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

 କରଞ୍ଜିଆ : କରଞ୍ଜିଆ ଠାକୁରମୁଣ୍ଡା ରୋଡ ଚାଇଁବାଇଁଶି ପେଟ୍ରୋଲ ପମ୍ପ ନିକଟରେ ଏକ କୁକୁଡା ବୋଝେଇ ଭ୍ୟାନ ଦୁର୍ଘଟଣାର ଶିକାର ହୋଇଛି । ଭ୍ୟାନଟି ରାସ୍ତା କଡରେ ଥିବା ଗଛରେ ପିଟି ହେବା ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ହେଲପରଙ୍କୁ ଗୁରୁତର ଅବସ୍ଥାରେ…

ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣା, ଥାନା ଅଧିକାରୀ ସସପେଣ୍ଡ

ବାରିପଦା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।  ଥାନା ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇଯିବାରୁ ଗର୍ଭବତୀ ମହିଳା ୩ କିମି ଚାଲି ଥାନାକୁ ଯାଇଥିଲେ । ଏହି ଘଟଣାକୁ ନେଇ ଚାରିଆଡୁ ପୋଲିସରୁ ସମାଲୋଚନାର ଶିକାର ହେବାକୁ…

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୟୂରଭଞ୍ଜ: ନାଳରୁ ଉଦ୍ଧାର ହାଲା ମୃତଦେହ ।  ମୟୂରଭଞ୍ଜ ଜିଲ୍ଲା ବେତନଟୀ ମାଣତ୍ରୀ ମେଳା ପଡିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି  । ପଡିଆ ନିକଟରେ ଥିବା ଏକ ନାଳରେ ଯୁବକଙ୍କ ମୃତଦେହଟି ପଡିଥିଲା । ମୃତକଜଣଙ୍କ ଚକ୍ରଧରପୁର ଗାଁର ତପନ ବିନ୍ଧାଣି (୨୦) ବୋଲି ଜଣାପଡିଛି । ତେବେ…

ଶିମିଳିପାଳରୁ ଶିକାରୀ ଗିରଫ୍

ମୟୂରଭଞ୍ଜ: ଶିମିଳିପାଳରୁ ଗିରଫ ହେଲା ଶିକାରୀ । ବୁଧବାର ବିଳମ୍ବିତ ରାତିରେ ଶିମିଳିପାଳ ପୂର୍ବ ପାଦଦେଶର ପୋଡାଡିହା ରେଂଜ ଅଂଚଳରୁ ଜଣେ ଶିକାରୀକୁ ବନବିଭାଗ କରିଛି । ତାଠୁ  ବନବିଭାଗ  ଗୋଟିଏ ଦେଶୀ ବନ୍ଧୁକ ଓ ଝିଙ୍କ ମାଂସ ଜବତ କରିଛି । ଗିରଫ ଶିକାରୀ ଜଣକ ହେଲେ ପୋଡାଡିହା ରେଂଜ…

ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡିଲା ମିନି ଟ୍ରକ

ରାଇରଙ୍ଗପୁର : ରାଇରଙ୍ଗପୁର ୨୨୦ନଂ ରାଜପଥ ଭାଲୁବସା ନିକଟରେ ଏକ ମିନି ଟ୍ରକ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଖସିପଡିଛି । ଦୁର୍ଘଟଣାରେ ଗାଡି ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ୨୨୦ ନଂ ରାଜପଥ…

ଜଙ୍ଗଲରେ ନିଆଁ ଲଗାଇ ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା : ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଶିକାରୀ ଗିରଫ । ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଉକ୍ତ ଶିକାରୀଙ୍କୁ କାବୁ କଲା ବନ ବିଭାଗ ଟିମ୍ । ଗିରଫ ଶିକାରୀ ଜଣକ ଅନ୍ତରା ସିଂ ବୋଲି ଜଣାପଡିଛି । ତାଙ୍କ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ…

ଆଜି ୯ ଘଣ୍ଟିଆ ମୟୁରଭଞ୍ଜ ଜିଲ୍ଲା ବନ୍ଦ

ମୟୂରଭଞ୍ଜ : ଆଜି ୯ ଘଣ୍ଟିଆ ମୟୁରଭଞ୍ଜ ଜିଲ୍ଲା ବନ୍ଦ । ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ଆଜି ଭଂଜସେନା ପକ୍ଷରୁ ଏହି ପାଳନ କରାଯାଉଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି । ଅପରାହ୍ନ ୩ଟା…
ବ୍ରେକିଂ