ଯାଜପୁର ଖୋଲିବ ମା ବିରଜାଙ୍କ ମନ୍ଦିର pragativadi newsservice Dec 25, 2020 0 ଯାଜପୁର: ଦୀର୍ଘ ଦିନ ପରେ ଖୋଲିବ ମା ବିରଜା ମନ୍ଦିର । କରୋନା ପାଇଁ ଦୀର୍ଘ ୯ ଧରି ବନ୍ଦ ଥିବା ମା ବିରଜାଙ୍କ ମନ୍ଦିର ଆସନ୍ତା ୨୯ ତାରିଖରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ସକାଳ ୬ ରୁ ସନ୍ଧ୍ୟା ୫ ଯାଏଁ ମାଙ୍କ ଦର୍ଶନ କରିପାରିବେ ଭକ୍ତ । ଗହଳି ଏଡେଇବା ପାଇଁ ଜାନୁଆରୀ ୧,୨ ଓ…