Browsing Category

ରାୟଗଡ଼ା

ରାୟଗଡାରେ ଟ୍ରକ ସହ ଦେଢ କୋଟିର ଗଞ୍ଜେଇ ଜବତ

ରାୟଗଡା: ବିପୁଳ ପରିମାଣରେ ଗଞ୍ଜେଇ ଜବତ ।  ଗଞ୍ଜେଇ ମାଫିଆ ନିରାଶ । ମାଫିଆ ମାଲାମାଲ ହେବାପାଇଁ ଏକ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ନେଉଥିବା ବେଳେ ଧରାପଡିଛନ୍ତି ।  ରାୟଗଡାରେରେ ଏକ ଟ୍ରକ ଭିତରୁ  ଦେଢ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି । ମୁକୁନ୍ଦପୁର ଘାଟିରେ ଗଞ୍ଜେଇ…

ଚୋରା ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା  : ଚୋରା ଚାଲାଣ ବେଳେ ୨୭୧ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ରାୟଗଡା ଟାଉନ ଥାନା ପୋଲିସ । ଏହି ଗଞ୍ଜେଇ ଏକ ପରିବା ବୋଝେଇ ଭ୍ୟାନରେ ରାୟଗଡାରୁ ବାଲାଶ୍ୱର ଚୋରା ଚାଲାଣ ହେଉଥିଲା । ତେବେ ଏହି ଘଟଣାରେ ଭ୍ୟାନ ଡ୍ରାଇଭର ଅମରେନ୍ଦ୍ର ଦାଶଙ୍କୁ ଗିରଫ କରାଯାଇଛି। ଗିରଫ…

ଝିଅକୁ ଅପହରଣ କରି ଜେଲ ଗଲା ବାପା

ରାୟଗଡା: ପାରିବାରିକ କଳହକୁ ନେଇ ଶାଳକ ଉପରେ ରାଗ ସୁଝିବାକୁ ଯାଇ ନିଜ ନାବାଳିକା ଝିଅକୁ ଅପହରଣର ନାଟକ କରି ଶେଷରେ ପୁଲିସ ହାତରେ ଧରା ପଡ଼ିଛି ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ । ସୂଚନାନୁସାରେ ରାୟଗଡ଼ା ସହର ତଳି ଜେଏସକୋ ଅଞ୍ଚଳର ଦୋରା କଣ୍ଡାଗରୀ ନିଜ…

ମଣିଷପଣିଆର ଜ୍ୱଳନ୍ତ ଉଦାହରଣ: ଗର୍ଭବତୀଙ୍କୁ ଭାରରେ ବୁହାଇଲେ ଆମ୍ବୁଲାନ୍ସ ଡ୍ରାଇଭର୍

ରାୟଗଡା: ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଡ୍ରାଇଭର୍ । ଶୋଚନୀୟ ରାସ୍ଥା ପାଇଁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ପାରୁନଥିଲା । ଫଳରେ ଏନ୍ୟ କୌଣସି ଉପାୟ ନଥିବାରୁ ଭାରରେ ବୁହାହେଲେ ଗର୍ଭବତୀ। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଆମ୍ବୁଲାନ୍ସ ନିକଟକୁ ଭାରରେ…

କାରଖାନା ନ ହେଲେ ଖଣି ଖୋଳାଇ ଦେବୁନି: ସପ୍ତଗିରି

ରାୟଗଡ଼ା : ୧୩ ବର୍ଷ ହେଲା ଜମି ଅଧିଗ୍ରହଣ ସରିଲାଣି। ହେଲେ ୫ ପଇସାର କାମ ହୋଇନି। କାରଖାନା ପ୍ରତିଷ୍ଠା ନାଁରେ ସରକାର ଭୁଆଁ ବୁଲାଇ ଚାଲିଛନ୍ତି। ଏବେ ପୁଣି ନୂଆ ନିଯୁକ୍ତି ସୁଯୋଗ, ଅଞ୍ଚଳର ବିକାଶ ନାଁରେ ସରକାର ଓଏମସି ଜରିଆରେ କୋଡ଼ିଙ୍ଗାମାଳି ଖଣି ସଂପ୍ରସାରଣ ପାଇଁ ଯୋଜନା କରୁଛନ୍ତି।…
ବ୍ରେକିଂ