Browsing Category

ସମ୍ବଲପୁର

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଆହତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଞ୍ଜ ଲୁହାପଙ୍କ ପଞ୍ଚାୟତ ଜରିପାଣି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳ ମହୁଲମାଲର ଧନୁ ଦେହୁରୀ। ଆଜି ସକାଳୁ ନିଜର ହଜିଥିବା…

ଭିସୁଟରେ ଅଫଲାଇନ୍ ପରୀକ୍ଷା ବାତିଲ୍

ବୁର୍ଲା: ଚିନ୍ତା ବଢାଉଛି କରୋନା ମହାମାରୀ । ଏହାକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅଫ୍‌ଲାଇନ୍ ପରୀକ୍ଷାକୁ ବାତିଲ କରାଯାଇଛି । ସେପଟେ  ଆସନ୍ତା ୧୭ ତାରିଖରେ ହେବାକୁ ଥିବା ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ଥିଓରି କ୍ଲାସକୁ ଅନ୍‌ଲାଇନ୍‌…

ହାତୀ ଆକ୍ରମଣରେ ୨ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବଲାରଙ୍ଗା କୁଡେରନିଶା ଗାଁରେ ହାତୀ ଆକ୍ରମଣରେ  ୨ ଜଣଙ୍କର ମୃତ୍ୟୁ ଘଟିଛି । ଏକ ଅସ୍ଥାୟୀ ଘରେ ଦୁଇ ଶ୍ରମିକ ଶୋଇଥିବା ବେଳେ ଦନ୍ତାହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକଦ୍ୱୟ ବରଗଡ ଜିଲ୍ଲା ଅତ।ବିରା…

ହାତୀ ମୃତ୍ୟୁ ଘଟଣା: ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ନିଲମ୍ବିତ

ସମ୍ବଲପୁର :  ସମ୍ବଲପୁର ଜିଲ୍ଲା ଯୁଜୁମୁରା ରେଞ୍ଜରେ ବାରମ୍ବାର ହେଉଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଗତ ୩ ବର୍ଷ ମଧ୍ୟରେ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ୬ଟି ହାତୀ ପ୍ରାଣ ହରାଇଛନ୍ତି । ତେବେ ଏହି ଘଟଣାକୁ ନେଇ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ…

ଭିଜିଲାନ୍ସ ଜାଲରେ ଏସଡିଏମଓ

ରେଢାକୋଲ: ଭିଜିଲାନ୍ସ ଜାଲରେ ଏସଡିଏମଓ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତରୀ ବିପିନ୍ ସାହୁ ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି । ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟଙ୍କ ଠାରୁ ୫,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ତାଙ୍କୁ ଗିରଫ…

ସହକର୍ମୀଙ୍କୁ ଆକ୍ରମଣ ଘଟଣା: ଜେଲ୍ ୱାର୍ଡର ନିଲମ୍ବିତ

ସମ୍ବଲପୁର: ନିଲମ୍ବିତ ହେଲେ ଜେଲ୍ ୱାର୍ଡର । ସମ୍ବଲପୁର ସର୍କଲ ଜେଲରେ ୨ ସହକର୍ମୀଙ୍କୁ ୱାର୍ଡରଙ୍କ ଆକ୍ରମଣ ଘଟଣାରେ ଜେଲ୍ ଅଧିକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ।  ଅଭିଯୁକ୍ତ ୱାର୍ଡର ଅଶୋକ ଥାର୍ଟିଙ୍କୁ ଜେଲ୍ ଅଧିକ୍ଷକ ନିଲମ୍ବନ କରିଛନ୍ତି । ସୂଚନାଯୋଗ୍ୟ,ଶନିବାର ନିଶାସକ୍ତ…

ସମ୍ବଲପୁର: ଖାଲରେ ପଡି ୨ ଶୁଶୁକନ୍ୟା ମୃତ

ସମ୍ବଲପୁର: ଆଖି ବୁଜିଲେ ୨ ଶୁଶୁକନ୍ୟା ।  ଘର ପଛପଟ ଖାଲରେ ପଡି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜଲ୍ଲା ଗୋଶାଳା ଫାଣ୍ଡି ଅନ୍ତର୍ଗତ କଳପଡା ଗାଁରେ ଏପରି ଏକ ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁଯାୟୀ, ନୂଆ ଘର ତିଆରି ବେଳେ ପାଣି ରଖିବାକୁ ଖାଲ ଖୋଳାଯାଇଥିଲା । ଆଜି ପଡୋଶୀ ଘରର…

 ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁ ନିକଟରେ  ହାତୀ ଆକ୍ରମଣରେ ମା' ଓ ପୁଅଙ୍କର ମୃତ୍ୟୁ ଘଟିଛି । ସେହିପରି ହାତୀ ଆକ୍ରମଣରେ ଗୁରୁତର ହୋଇଥିବା  ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସମ୍ବଲପୁର…

ଜଙ୍ଗଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର

ରେଢାଖୋଲ: ଜଙ୍ଗଲରୁ ଉଦ୍ଧାର ହେଲା ଛୁଆ ହାତୀର ମୃତଦେହ ।  ସମ୍ବଲପୁର ଜିଲ୍ଲା ରେଢାଖୋଲ ବନ ଖଣ୍ଡ ନାକଟିଦେଉଳ ରେଞ୍ଜ ବାଟଗାଁ ସେକ୍ସନ ଅନ୍ତର୍ଗତ ଚଡଚଡ଼ି ଗ୍ରାମ ପାଖ ସାରଂକ୍ଷିତ ଜଙ୍ଗଲ ନିକଟରୁ  ଗୁରୁବାର  ଏକ ଛୁଆ ହାତୀ ର ମୃତ ଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ବୟସ ପ୍ରାୟ ଏକ ବର୍ଷ…

ବାଇକ-କାର ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

କୁଚିଣ୍ଡା : କୁଚିଣ୍ଡା ଥାନା ଅଧିନସ୍ଥ ରେଙ୍ଗାଲବେଡା ଠାରେ ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ  ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ଦୁର୍ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ସୋମବାର ରାତି ପ୍ରାୟ ୮ ଟା ସମୟରେ…
ବ୍ରେକିଂ