Browsing Category

ସମ୍ବଲପୁର

କଫସିରଫ ଓ ନିସା ଟାବଲେଟ ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁରରେ କଫସିରଫ ଓ ନିସା ଟାବଲେଟ ଜବତ୍ । ସମ୍ବଲପୁର ଟାଉନଥାନା ପୋଲିସ ଦ୍ୱାରା କଫସିରଫ ଓ ନିସା ଟାବଲେଟ ଜବତ କରାଯିବା ସହ ଏଇ ଘଟଣାରେ ୪ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଙ୍କ ବିରୋଧରେ NDPS Act ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି ।   ବେଆଇନ କଫସିରଫ ଓ ନିସା…

ଆରମ୍ଭ ହେଲା ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣନା

ସମ୍ବଲପୁର: ଆରମ୍ଭ ହେଲା ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା । ଆଜି ହୀରାକୁଦରେ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣାନା ଆରମ୍ଭ ହୋଇଛି । ବନ କର୍ମଚାରୀଙ୍କ୨୧ଟି ଟିମ୍  ଡ୍ୟାମ୍ ଭିତରକୁ ଯାଇ ବାଇରାକୁଲାର ଓ ଜିପିଏସ୍ ଦ୍ୟାରା ପକ୍ଷୀ ଗଣନା କରୁଛନ୍ତି । ଡ୍ୟାମର ୩୫୬ ବର୍ଗ କିଲୋମିଟର ଅଞ୍ଚଳକୁ ୨୧ଟି…

ବୁର୍ଲା ମହାନଦୀ ପୋଲ ତଳୁ ମୃତଦେହ ମିଳିବା ଘଟଣା; ଜବତ ହେଲା ସୁଇସାଇଡ୍ ନୋଟ୍

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ ଆସିଛି । ଯୁବତୀଙ୍କ ପରିଚୟ ମିଳିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ଘରର ତକିଆ ତଳୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । କିଛି କଥାକୁ ନେଇ ସେ ଅବସାଦରେ ଥିବା ସୁଇସାଇଡ୍ ନୋଟ୍ ରୁ…

ଦେବ ଦର୍ଶନ ହେଲା ଶେଷ ଦର୍ଶନ,ଟ୍ରକ ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ସମ୍ବଲପୁର: ନୂଆବର୍ଷରେ ମହାଦେବଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। ଏଭଳି ଅଘଟଣ ଘଟଛି ସମ୍ବଲପୁର ସହରର ସରଲାକାନୀ ଛକରେ। ମର୍ମନ୍ତୁଦ ଦୁର୍ଘଟଣାରେ ବୃଦ୍ଧ ଦମ୍ପତ୍ତି କହ୍ନେୟାଲାଲ ସୋନୀ(୬୭) ଓ  ପତ୍ନୀ ମୁନୀ ଦେବୀ ସୋନୀଙ୍କ(୬୩) ମୃତ୍ୟୁ ହେଇଛି।…

ଗ୍ରାହକ ସାଜି ଆସିଲେ, ୧୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ

ସମ୍ବଲପୁର: ଅଳଙ୍କାର କିଣିବା ପାଇଁ ଆସିଥିଲେ, ହେଲେ କିଣିବା ପରିବର୍ତ୍ତେ ଦୋକାନରୁ ଅଳଙ୍କାର ଚୋରି କରି ନେଇଗଲେ ।  ଦିନ ଦ୍ୱିପହରର ଫର୍ଚ୍ଚା ଆଲୁଅରେ ଜଣେ ଯୁବକ ଗ୍ରାହକ ସାଜି ସୁନା ଦୋକାନରୁ ପାଖା ପାଖି  ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ  ସୁନା ଅଳଙ୍କାର ଚୋରି କରି ଫେରାର ହୋଇଯାଇଛି । ଏପରି…

ଅଜଣା ଗାଡି ଧକ୍କାରେ ୨ ଭାଲୁ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ପୋଡାବଲଣ୍ଡା-ବଡମାଳ ରାସ୍ତାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଅଜଣା ଗାଡି ଧକ୍କାରେ ଦୁଇ ଭାଲୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ମାଇ ଓ ଛୁଆ ଭାଲୁ ଚାଲମାଳ ରେଂଜ ଏରୁଣ୍ଡିବାହାଲ ଖସଡା ଜଙ୍ଗଲର…

କିନ୍ନର ପାଳିଲେ ସୁଦଶା ବ୍ରତ

କୁଚିଣ୍ଡା: ଆଜି ହେଉଛି ମାର୍ଗଶୀର ମାସର ଶେଷ ମାଣବସା ଗୁରୁବାର ସହିତ ସୁଦଶା ବ୍ରତ ।ଏଥିପାଇଁ ଘରେ ଘରେ ମହିଳାମାନେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ତେବେ କେବଳ ମହିଳାମେନେ ନୁହେଁ, କିନ୍ନରମେନେ ମଧ୍ୟ ଏହି ସୁଦଶା ବ୍ରତ ପାଳନ କରିଛନ୍ତି । କୁଚିଣ୍ଡା କିନ୍ନର ସମାଜ ପକ୍ଷରୁ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ରେଢାଖୋଲ: ନାବାଳିକାକୁ ଦୁର୍ଷ୍କମ ଅଭିଯୋଗରେ ଯୁବକ ଗିରଫ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । । ଅଭିଯୁକ୍ତ ଯୁବକ  ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ସାଲେସିଂ ଗ୍ରାମର ମଣ୍ଟୁ ନାଏକ ବୋଲି ଜଣା ପଡିଛି । ପୋଲିସ୍…

ପୂରଣ ହେଲା ଦୀର୍ଘ ଦିନର ଦାବି: ଟିଟିଲାଗଡ଼-କେସିଙ୍ଗା ଷ୍ଟେସନ ମଧ୍ୟରେ ନିର୍ମାଣ ହେଲା ରୋଡ ଅଣ୍ଡର ବ୍ରିଜ୍

ସମ୍ବଲପୁର: ପୂରଣ ହେଲା ଦୀର୍ଘ ଦିନର ଦାବି । ଟିଟିଲାଗଡ଼ ଓ କେସିଙ୍ଗା ଷ୍ଟେସନ ମଧ୍ୟରେ ନିର୍ମାଣ ହେଲା  ଅଣ୍ଡର ବ୍ରିଜ୍ ।  ସମ୍ବଲପୁର ମଣ୍ଡଳର ଟିଟିଲାଗଡ଼ ଓ କେସିଙ୍ଗା ଷ୍ଟେସନ ମଧ୍ୟରେ ଲେଭେଲ୍ କ୍ରସିଙ୍ଗ୍ ସଂଖ୍ୟା ଆର୍‌ଭି ୧୭୨ ନିକଟରେ ଏହି ୩୬ ମିଟର ରୋଡ଼ ଅଣ୍ଡର ବ୍ରିଜ୍‌ର ନିର୍ମାଣ ହୋଇଛି ।…

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

କୁଚିଣ୍ଡା : ପାରିବାରିକ କଳହକୁ ନେଇ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । କୁଚିଣ୍ଡା ଥାନା ଅନ୍ତର୍ଗତ ଡିମିରିମୁଣ୍ଡା ପଞ୍ଚାୟତର ବାବେଯୁରୀ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର  ପାଇ କୁଚିଣ୍ଡା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ପତ୍ନୀ ଭାରତୀ…
ବ୍ରେକିଂ