Browsing Category

ସୁନ୍ଦରଗଡ଼

ପ୍ରଶାସନର ଅବହେଳା: ଜରାଜୀର୍ଣ୍ଣ ଅବସ୍ଥାରେ ସୁଆରିଯୋର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ସୁନ୍ଦରଗଡ଼: ପ୍ରଶାସନର ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ସୁଆରିଜୋର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ…

ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଯୁବକ

ରାଜଗାଙ୍ଗପୁର: ହାତୀ ଆକ୍ରମଣରେ ଯୁବକ ମୃତ । ରାଜଗାଙ୍ଗପୁର ବ୍ଲକର ବୁଚୁକପଡା ପଞ୍ଚାୟତର ବିଜା ଖମାନ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ଚାରି ଜଣିଆ ହାତୀପଲ ବିଗତ ୧୫ଦିନ ହେବ ସମ୍ବଲପୁର ଜିଲ୍ଲାର ବାମଡା ଅଞ୍ଚଳରୁ…

ମହୁଆ ତିଆରିରେ ମିଶ୍ରିତ ହେଉଛି ରାସାୟନିକ ପଏଜନ

ସୁନ୍ଦରଗଡ଼ : ଦେଶୀ ମଦ ମାଫିଆଙ୍କ ମାରଣ ନୀତି । ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକର ସହର ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ବ୍ଲକ ଅନ୍ତର୍ଗତ ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଅନ୍ତ ରାଜ୍ୟରୁ ମଦ ମାଫିଆ ମାନେ ଜିଲ୍ଲାରେ ଦାଉସାଜି ନିଜ ନିଜ କବ୍ଜାରେ ଦେଶୀ ମଦ ଭାଟି ଗୁଡିକୁ କଣ୍ଟ୍ରୋଲ…

ପିଲାଙ୍କ ସୁରକ୍ଷା ପାଇଁ ସୁନ୍ଦରଗଡ଼ ପୋଲିସ ଆରମ୍ଭ କଲା “ଆମ ଖୁସି ଆମ ସୁରକ୍ଷା” ପ୍ରୋଜେକ୍ଟ

ସୁନ୍ଦରଗଡ: ଆଜିର ପିଲା ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ସେମାନଙ୍କର ସ୍ଵାଧୀନତା ଓ ସୁରକ୍ଷା ପାଇଁ ପ୍ରତ୍ୟକେ ବ୍ୟକ୍ତି ଚିନ୍ତିତ ହେବା ଉଚିତ । ଏହି ପିଲାମାନଙ୍କର ସୁରକ୍ଷା,କଲ୍ୟାଣ ଓ ସାମାଜିକ ଦୁଷ୍କର୍ମରୁ ରକ୍ଷା କରିବାପାଇଁ ସୁନ୍ଦରଗଡ଼ ପୋଲିସ ଆଜି "ଆମ ଖୁସି ଆମ ସୁରକ୍ଷା" ନାମରେ…

ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର । ଲାଞ୍ଚ ନେବାବେଳେ ବାନ୍ଧିଲା ଭିଜିଲାନ୍ସ ଟିମ୍ । ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ସୁଧାକର ଗରଡିଆଙ୍କୁ ଭିଜିଲାନ୍ସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ…

ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ବୃଦ୍ଧ ଦମ୍ପତ୍ତି

ସୁନ୍ଦରଗଡ଼: ବୟସର ଅପରାହ୍ନରେ ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ । ଅସହାୟ  ଓ ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିନକୁ ଦିନ ନୂଆ ନୂଆ ଯୋଜନା ପ୍ରଣୟନ ହେଉଛି । ହେଲେ ସରକାରଙ୍କ ଯୋଜନା ଗୁଡ଼ିକ ସଠିକ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖିଲା ପରେ ହିଁ…

ରାଜଗାଙ୍ଗପୁରରେ ଶିଶୁ ପୁତ୍ର ଉଦ୍ଧାର

ରାଜଗାଙ୍ଗପୁର: ଉଦ୍ଧାର ହେଲା କଅଁଳ ଶିଶୁ ପୁତ୍ର । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ରାଣୀବନ୍ଦ କେନାଲଠାରେ ଦେଢ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ରବିବାର ରାତି ପ୍ରାୟ ୧୦ଟାରେ ରାଣୀବନ୍ଦ କେନାଲଠାରେ ପ୍ରାୟ ଦେଢ ମାସର ଶିଶୁ ପୁତ୍ରକୁ…

ସୁନ୍ଦରଗଡରରେ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣା: ଗିରଫ ହେଲେ ଶାଶୂ ଓ ଜ୍ୱାଇଁ

ସୁନ୍ଦରଗଡ଼: ନିର୍ମମ ହତ୍ୟାର ଗୁମର ଖୋଲିଲା ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁରରେ ଗାଁ ସାଥୀଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା…

୩୦ ଫୁଟ ତଳକୁ ଖସିଲା ଲୁହା ପଥର ବୋଝେଇ ଟିପ୍ପର, ଜଣେ ମୃତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣ ମନ୍ଦିର ନିକଟରେ ସଡକ ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ବୋଝେଇ ଟିପ୍ପର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡିଛି । ଫଳରେ ଘଟଣାସ୍ଥଳେ ଚାଳକଙ୍କର ମୃତ୍ଯୁ ଘଟିଛି । ସୂଚନା ଅନୁଯାୟୀ, ଲୁହା ପଥର ବୋଝେଇ ଟିପ୍ପର…

ରାଉରକେଲାରେ ଅଘଟଣ: ନଦୀରେ ବୁଡି ଜଣେ ମୃତ, ୨ ଗୁରୁତର

ରାଉରକେଲା: ରାଉରକେଲାରେ ଅଘଟଣ । ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ,କିଛି ଯୁବକ ପିକନିକ୍ କରିବା ଆସି ବ୍ରାହ୍ମଣୀତଙ୍ଗ ଚକଟମାଟି ନିକଟ ଶଙ୍ଖ ନଦୀରେ ନିଦୀରେ…
ବ୍ରେକିଂ