Browsing Category

ସୁବର୍ଣ୍ଣପୁର

ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ୍

ସୁବର୍ଣ୍ଣପୁର : ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ୍‌ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବ୍ୟାଙ୍କ ଠିକା କର୍ମଚାରୀ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବାଘଲପୁର ଛକ ନିକଟରୁ…

ଶାଶୁଘରକୁ ବିଦା ବେଳେ ନବବଧୂର ମୃତ୍ୟୁ

ବିନିକା: ନୂଆ ଜୀବନ ଆରମ୍ଭ ପୂର୍ବରୁ ଆରପାରିରେ କନ୍ୟା ।  ଗତକାଲି ବାହାଘର ସରିଥିଲା , ସକାଳୁ ବିଦା ବେଳେ କନ୍ୟାର ମୃତ୍ୟୁ ହୋଇଛି । କାନ୍ଦୁ କାନ୍ଦୁ ଅଚେତ ହୋଇ କନ୍ୟାର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବିନିକା ଥାନା ଜୁଲୁଣ୍ଡା…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ସୁବର୍ଣ୍ଣପୁର : ହାତୀ ଆକ୍ରମଣରେ ବୃଦ୍ଧ ମୃତ ।  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ଜଣେ ବ୍ୟକ୍ତିଙ୍କୁ ଘରେ ଶୋଇଥିବା ବେଳେ ହାତୀ ଦଳିଦେଇଥିବା ଜଣାପଡିଛି । ମୃତକ ଜଣକ ନାରାୟଣ ଭୋଇ ବୋଲି ଜଣାପଡିଛି । ସେପଟେ ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ଦତ ଆରମ୍ଭ…

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ସୁବର୍ଣ୍ଣପୁର: ଭିଜିଲାନ୍ସ ପଞ୍ଝାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପଥରଘାଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଓ ସୁବର୍ଣ୍ଣପୁର…

ଯାତ୍ରା ଦେଖି ଫେରୁଥିବା ବେଳେ ଡଙ୍ଗା ବୁଡ଼ି ବାପପୁଅ ମୃତ

ସୋନପୁର : ବାଇକାନି ଯାତ୍ରା ଦେଖି ଫେରୁଥିବା ବେଳେ ଡଙ୍ଗା ବୁଡ଼ି ବାପା ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ସୁବର୍ଣ୍ଣପୁର ଜିଲା ବିନିକା ମଧ୍ୟ ଦେଇ ପ୍ରବାହିତ ମହାନଦୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସୂଚନା ଅନୁଯାୟୀ,…

ପୁଅର ଶାବଳ ଚୋଟରେ ପ୍ରାଣ ହରାଇଲେ ବାପା

ସୋନପୁର: ଜନ୍ମ କଲା ପୁଅ ସାଜିଲା ବଇରୀ । ପୁଅର ଶାବଳ ଚୋଟରେ ପ୍ରାଣ ହରାଇଲେ ବାପା । ସାମାନ୍ୟ ବଚସାରୁ ନାବାଳକ ପୁଅ ଶାବଳରେ ବାପାକୁ ହତ୍ୟା କରି ଶବକୁ ପୋତି ଦେଇଥିବାର ଅଭିଯୋଗ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମହଦା ପଞ୍ଚାୟତ…

ବାରପାହାଡ ରିଜର୍ଭ ଜଙ୍ଗଲରେ ମୃତ ହାତୀର ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ତରଭା: ସୋନପୁର ରେଞ୍ଜ ଅନ୍ତର୍ଗତ ମେଣ୍ଡା ନିକଟସ୍ଥ ବାରପାହାଡ ରିଜର୍ଭ ଜଙ୍ଗଲ ଭିତରୁ ଆଜି ଏକ ମୃତ ହାତୀର ଗଳିତ ଶବ ଉଦ୍ଧାର କରାଯାଇଛି । ହାତୀଟିର ବୟସ ୨ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି । ସୂଚନାନୁଯାୟୀ, ଗତକାଲି ରାଜପାଲି ଗ୍ରାମର କିଛି ଯୁବକ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିବା…

ନାବାଳକ ପୁଅକୁ ଛାଡି ଫେରାର ହେଲା ମାଆ

ସୋନପୁର: ନିଜ ଜନ୍ମକଲା ପୁଅକୁ ଛାଡି ଫେରାର ହେଲା ମାଆ ।  ସୋନପୁର ବସଷ୍ଟାଣ୍ଡରେ ଏଭଳି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି । ବସଷ୍ଟାଣ୍ଡରେ ୧୦ ବର୍ଷର ପୁଅକୁ ଛାଡ଼ି ମା ସମ୍ପର୍କୀୟ ଦିଅର ସହ ଫେରାର ହୋଇ ଯାଇଛି । ମାଆର ଫେରିବା ବାଟ ଚାହିଁ ଦିନ ଯାଇ ରାତି ହେଲା ହେଲେ ପୁଅ ପାଖକୁ ମାଆ…

୨ ବାଇକ୍ ମୁହାମୁହି ଧକ୍କା : ଜଣେ ମୃତ, ୪ ଆହତ

ସୋନପୁର : ସୋନପୁର-ମନୁମୁଣ୍ଡ ରାସ୍ତା ମାଣିକେଶ୍ଵରୀ ମନ୍ଦିର ନିକଟରେ ୨ ବାଇକ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣାରେ  ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।  ମୃତ୍ୟୁ ବ୍ୟକ୍ତି ମନମୁଣ୍ଡା ଅଞ୍ଚଳର ଶ୍ରୀକୃଷ୍ଣ ଗାଇଗରିଆ ବୋଲି ଜଣାପଡିଛି । ସୂଚନା…

ସଡ଼କ ଦୁର୍ଘଟଣାରେ ବାପା-ଝିଅ ମୃତ

ସୋନପୁର : ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ବାପା-ଝିଅ । ଘଟଣାରେ ସ୍ତ୍ରୀ ଗୁରୁତ୍ଵର ଆହତ ହୋଇଥିବା ଜଣାପଡିଛି । ସୋନପୁର- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଛେପାପାଲି ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୋନପୁର ପଟାଭାଡିର ବାଳ ଗୋପାଳ ମିଶ୍ର(୪୩), ସ୍ତ୍ରୀ କଲ୍ୟାଣୀ…
ବ୍ରେକିଂ