Browsing Category

କ୍ରୀଡା

bicycle-outline

ମୁଣ୍ଡରେ ଆଘାତ ଯୋଗୁଁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ମୟଙ୍କ ବାଦ୍ ପଡ଼ିଲେ

ନୂଆଦିଲ୍ଲୀ:  ଭାରତକୁ ପୁଣି ଝଟକା । ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଲେ ଭାରତ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ । ପ୍ରାକ୍ଟିସ୍ ସେସନରେ ପେସ୍ ବୋଲର ମହମ୍ମଦ ସିରାଜଙ୍କ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଲା । ଯାହାଫଳରେ ସେ ଆଘାତପ୍ରାପ୍ତ ହୋଇଛନ୍ତି । ତେଣୁ  ପ୍ରଥମ ଟେଷ୍ଟରେ ତାଙ୍କୁ…
Read More...

ମହିଳା ଡିସ୍କସ୍ ଥ୍ରୋରେ ଭାରତର ପଦକ ଆଶା ମଉଳିଲା

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଆଉ ଏକ ପଦକ ଆଶା ନଷ୍ଟ ହୋଇଯାଇଛି। ମହିଳା ଡିସ୍କସ୍ ଥ୍ରୋରେ ଭାରତର ଏକମାତ୍ର ଆଥଲେଟ୍ସ କମଲପ୍ରୀତ କୌର ପଦକ ଜିତିବାରେ ବିଫଳ ହୋଇଛନ୍ତି । ସେ 5 ରାଉଣ୍ଡ ମ୍ୟାଚରେ କେବଳ ଷଷ୍ଠ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଜର୍ମାନୀର ଭିଟା କ୍ଲାଉଡିନ୍ 61.80…
Read More...

ଟୋକିଓ ଅଲିମ୍ପିକ୍ସ: ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ସେମିଫାଇନାଲରେ ମହିଳା ହକି ଦଳ

ଟୋକିଓ  : ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ ।  ଟୋକିଓ ଅଲିମ୍ପିକ୍ସର ମହିଳା ହକି କ୍ବାର୍ଟର ଫଇନାଲରେ ଭାରତର ବାଜିମାତ । ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ସେମିଫାଇନାଲରେ ଭାରତ । ଅଲିମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ଦଳ ତରଫରୁ…
Read More...

ପୁଣି ନିରାଶ କଲେ ଦୂତି ଚାନ୍ଦ; ୨୦୦ ମିଟର ହିଟ୍‌ରେ ସପ୍ତମ ସ୍ଥାନରେ ରହିଲେ

ଟୋକିଓ : ଟୋକିଓ  ଅଲିମ୍ପିକ୍ସର ମହିଳା ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ । ୨୦୦ ମିଟର ହିଟ୍‌ରେ ସପ୍ତମ ସ୍ଥାନରେ ରହିଲେ  ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ।୨୦୦ମିଟରରେ ହିଟ୍‌-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି। ୨୦୦ ମିଟର ଅତିକ୍ରମ କରିବା ପାଇଁ…
Read More...

ଟୋକିଓ ଅଲମ୍ପିକ: କାଲି ୨୦୦ ମିଟରରେ ଦୌଡ଼ିବେ ଦୂତୀ

ଟୋକିଓ: କାଲି ୨୦୦ ମିଟର୍ ଦୌଡ଼ ପାଇଁ ଟ୍ରାକକୁ ଓହ୍ଲାଇବେ। ୧୦୦ ମିଟର୍ ଦୌଡ଼ରେ ନିରାଶ କରିଥିବା ଭାରତୀୟ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ୨୦୦ ମିଟରରେ ସଫଳ ହେବା ନେଇ ଆଶାୟୀ ଅଛନ୍ତି। ୨୦୦ ତୁଳନାରେ ୧୦୦ ମିଟରରେ ଦୂତୀଙ୍କୁ ଅଧିକ ସଫଳତା ମିଳିଛି। ତେଣୁ ଦୂତୀ ୨୦୦ ମିଟର ଦୂତୀଙ୍କ ପାଇଁ ଅଧିକ…
Read More...

ସେମି ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ:  ଦୀର୍ଘ ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି ଭାରତୀୟ ପୁରୁଷ ହକି ଦଳ । ରବିବାର ଭାରତ ୩-୧ରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରିବା ସହିତ ସେମିରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଦୀଲପ୍ରିତ ସିଂ, ଗୁରଜଣ୍ଟ ସିଂ ଓ ହାର୍ଦ୍ଦିକ ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ ।…
Read More...

ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଲେ

ଟୋକିଓ: ଅଲିମ୍ପିକ୍ସରେ ଭାରତ ହାତେଇଲା ଆଉ ଏକ ପଦକ । ସୁନା ଝିଅ ସିନ୍ଧୁ ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ କ୍ରୀଡ଼ାରେ ଭାଗ ନେଇଥିବା ପିଭି ସିନ୍ଧୁ ପୁଣି ଦେଶକୁ ଗୌରବାନ୍ୱିତ କରିଛନ୍ତି । ମିରାବାଇଙ୍କ ପରେ ପିଭି ସିନ୍ଧୁ ଅଲିମ୍ପିକ୍ସରେ…
Read More...

ଅଲିମ୍ପିକ୍ସ ପୁରୁଷ ବକ୍ସିଂ: କ୍ୱାର୍ଟର ଫାଇନାଲରେ ସତୀଶ କୁମାର ପରାସ୍ତ

ଟୋକିଓ: ଅଲିମ୍ପିକ୍ସ ପୁରୁଷ ବକ୍ସିଂର କ୍ୱାର୍ଟର ଫାଇନାଲ ମୁକାବିଲାରେ ପରାସ୍ତ ହୋଇଛନ୍ତି ସତୀଶ କୁମାର। ସୁପର ହେଭିଓ୍ୱେଟ ମୁକାବିଲାରେ ଓ୍ୱାର୍ଲଡ ଚାମ୍ପିଅନ୍ ଉଜବେକିସ୍ତାନ କୁସ୍ତିଯୋଦ୍ଧା ବଖୋଦିର ଜାଲୋଲେଭଙ୍କଠାରୁ ପରାସ୍ତା ହୋଇଛନ୍ତି । ୫-୦ରେ ଜିତି ଫାଇନାଲକୁ ଯାଇଛନ୍ତି ଲୋଲେଭ । …
Read More...

କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ: ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି ରାଣୀ ରାମପାଲଙ୍କ ଭାରତୀୟ ଦଳ । ରାଣୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅନ୍ତିମ ଗ୍ରୁପ ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ ଆଶା ବଳବତ୍ତର ରଖିଥିଲା । ପୁଲ୍ ଏରେ ଆୟାର୍ଲାଣ୍ଡ ନିଜର…
Read More...

ତୀରାନ୍ଦାଜରେ ନିରାଶ କରିବା ପରେ ଦେଶବାସୀଙ୍କୁ ଅତନୁ ଦାସଙ୍କ କ୍ଷମା ପ୍ରାର୍ଥନା

ଟୋକିଓ: ଚଳିତ ଅଲମ୍ପିକ୍‌ରୁ ବାଦ ପଡିବା ପରେ ଭାରତୀୟ ତୀରନ୍ଦାଜ ତାରକା ଅତନୁ ଦାସ ପଦକ ଜିତିନପାରିଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଶନିବାର ୟୁମେନୋସିମା ପାର୍କରେ ଖେଳାଯାଇଥିବା 1/୮ ଏଲିମିନେସନ ରାଉଣ୍ଡରେ ଜାପାନର ତାକାହାରୁ ଫୁରୁକାୱାଙ୍କ ଠାରୁ ପୁରୁଷ ବ୍ୟକ୍ତିଗତ ବର୍ଗ…
Read More...
ବ୍ରେକିଂ