Browsing Category

ଟ୍ୱିନ ସିଟି

golf-outline

ଭୁବନେଶ୍ୱରରେ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୮୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଧିରେ ଧିରେ ତଳକୁ ଖସୁଛି କରୋନା ମହାମାରୀ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୭ ଜଣ ଅଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର ,ଆସିଲା ନୂଆ ଅତିଥି

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଶନିବାର ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ଗୟଳ ଏକ ଶାବକକୁ ଜନ୍ନ ଦେଇଛି । ମା’ ଓ ନବଜାତ ଉଭୟ ସୁସ୍ଥ ଅଛନ୍ତି ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି । ନବଜାତ ଶାବକକୁ ମିଶାଇ ନନ୍ଦନକାନନରେ ଗୟଳମାନଙ୍କ ସଂଖ୍ୟା ୭କୁ…

ଭୁବନେଶ୍ୱରରୁ ନକଲି ସୁନା ଜବତ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ନକଲି ସୁନା ଚେନ ରାକେଟର ପର୍ଦ୍ଦାଫାସ । ଘଟଣାରେ ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିବା ସହ ୨ କେଜି ନକଲି ସୁନା ଜବତ କରିଛି ସହିଦନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଘନଶ୍ୟାମ ସୋଲାଙ୍କ ଓ ମୋହନ ସୋଲାଙ୍କ । ଉଭୟ ଛତିଶଗଡର ବୋଲି ଜଣାପଡିଛି ।…

ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ମନୀଷଙ୍କୁ ହତ୍ୟା : ଡିସିପି

ଭୁବନେଶ୍ବର : ଭୁବନେଶ୍ବରର ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଡିସିପି ଉମାଶଙ୍କର ଦାଶ ସୂଚନା । ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ସେ କହିଛନ୍ତି । ମନୀଷଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସ୍ପଷ୍ଟ କରିଛନ୍ତି । ୪ ସାଙ୍ଗ…

ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ । ହତ୍ୟା, ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ସୋମନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇପାରେ । ସେପଟେ ଅଟକ ଥିବା ଅନ୍ୟ ଜଣଙ୍କୁ ପ୍ରମାଣ…

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ 

କଟକ  : କଟକ କନ୍ଦରପୁରରେ କମିସନରେଟ ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ଆହତ  ହୋଇଛି । ରାକାର ଗୋଡ଼ରେ ଗୁଳି ବାଜିଛି । ତାକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।  ରାକେଶଠାରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ କରିଛି…

ବିନା ଅନୁମତିରେ ଦାଣ୍ଡିଆ ପାର୍ଟି ଆୟୋଜନ, ଭୁବନେଶ୍ୱରର ଏକ ରେସ୍ତୋରାଁ ସିଲ୍

ଭୁବନେଶ୍ୱର: ନବରାତ୍ରରେ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ପ୍ରସ୍ତୁତି ସରିଥିଲା। ଭଳିକି ଭଳି ଲାଇଟ୍‌ ସାଙ୍ଗକୁ ଅତ୍ୟାଧୁନିକ ସାଉଣ୍ଡ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଖାଲି ସେତିକି ନୁହେଁ ଡିଜେ ଦାଣ୍ଡିଆ ନାଇଟ୍ ପାଇଁ ଟିକେଟ ବିକ୍ରି ମଧ୍ୟ ସରିଥିଲା। କିନ୍ତୁ ସବୁକିଛି ଚାଲିଥିଲା ବିନା ଅନୁମତିରେ।…

ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା । କିଛି ଯୁବକ ଭୁବନେଶ୍ୱର କଂଗ୍ରେସ ଭବନରେ ଅଫିସ ତାଲା ଭାଙ୍ଗି ଭିତରକୁ ପଶି ଭଙ୍ଗାରୁଜା କରିଥିବା ସୂଚନା ରହିଛି । ତେବେ ଏହି ଯୁବକମାନେ ଭଙ୍ଗାରୁଜା କରି ଫେରାର୍ ହୋଇ ଯାଇଥିବା ଜଣାପଡିଛି । କେଉଁ କାରଣରେ କଂଗ୍ରେସ ଭବନରେ…

ମନୀଷ ଅନୁରାଗ ମୃତ୍ୟୁ ମାମଲା, ୨ ଜଣଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କନ୍ଧମାଳ ସ୍ପେଶାଲ ସ୍କ୍ବାର୍ଡରେ ୨ଜଣ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଆତ୍ମସମର୍ପଣ କରିଛନ୍ତି । ତେବେ ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣି ପଚରାଉଚରା କରି ମନିଷ ମୃତ୍ୟୁ ରହସ୍ୟର ଗୁମର…

କଟକରୁ ୧୭ କରୋନା ପଜିଟିଭ ଚିହ୍ନଟ, ୪୪ ସୁସ୍ଥ

କଟକ: କଟକର ବିଭିନ୍ନ ଅଞ୍ଚଳରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ କ୍ବାରେଣ୍ଟାଇନରୁ ଓ ୯ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ସଂକ୍ରମଣ…
ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ