Browsing Category

ଦେଶ ବିଦେଶ

ଦେଶ ସାମ୍ନା କରିପାରେ ଚଳିତ ବର୍ଷର ପ୍ରଥମ ବାତ୍ୟା ତଉକତେ

ନୂଆଦିଲ୍ଲୀ:  ୨୦୨୧ ର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଭାରତବାସୀ । ଚଳିତ ବର୍ଷ ର ପ୍ରଥମ ବାତ୍ୟା ର ନାମ ହେଉଛି ‘ତଉକତେ । ଉତ୍ତର ଭାରତରେ ହେବାକୁ ଥିବା ଏହି ବାତ୍ୟାର ନାମ ଦେଇଛି ମିଆଁମାର । ମେ' ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଭାରତୀୟ ପାଣିପାଗ…

ତେଲେଙ୍ଗାନରେ ୧୦ ଦିନିଆ ଲକଡାଉନ ଘୋଷଣା

ହାଇଦ୍ରାବାଦ: ଦେଶରେ ବ୍ରେକ ଲାଗୁନି କରୋନାର ଦ୍ୱିତୀୟ ଲହର । ଏହାକୁ ଏଡାଇବା ପାଇଁ କେଉଠଁ ଲକଡାଉନ ଲାଗୁ କରାଯାଇଛି ତ ପୁଣି କେଉଁଠି ସଟଡାଉନ କରାଯାଉଛି । ତେବେ ରାଜ୍ୟରେ ସଂକ୍ରମଣ ହାର ହ୍ରାସ କରିବା ପାଇଁ ତେଲେଙ୍ଗାନ ସରକାର ୧୦ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ତେଲେଙ୍ଗାନା,…

କୋଭିଡ ମୁକାବିଲା ପାଇଁ ଭାରତକୁ ଟ୍ୱିଟରର ୧୫ ମିଲିୟନ୍ ଡଲାର ସହାୟତା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି ଟ୍ୱିଟର। ଭାରତରେ କରୋନା ସଙ୍କଟର ମୁକାବିଲା ପାଇଁ ୧୫ ମିଲିୟନ୍ ଡଲାର୍ (ପ୍ରାୟ ୧୧୦ କୋଟି ଟଙ୍କା) ଦାନ କରିଛି। ଏ ନେଇ ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସି ସୋମବାର ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ…

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

 ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ଅନନ୍ତନାଗର କୋକେରନାଗ ଅଞ୍ଚଳର ବେଲୁରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏଥିରେ ୩ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । କୋକରନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀ…

କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପପୁ ଯାଦବ ଗିରଫ

ପଟନା: ବିହାରର ପୂର୍ବତନ ସାଂସଦ ଓ ଜନ ଅଧିକାରୀ ପାର୍ଟିର ନେତା ପପୁ ଯାଦବଙ୍କୁ ପଟନାରେ ଗିରଫ କରାଯାଇଛି। ପପୁ ଯାଦବ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି ।  ମୋତେ ଗିରଫ କରି ଗାନ୍ଧୀ ମଇଦାନ ପୋଲିସ ଷ୍ଟେସନକୁ ଅଣାଯାଇଛି ବୋଲି ସେ ଲେଖିଛନ୍ତି। ଗିରଫ ବିଷୟରେ ଟ୍ୱିଟ୍ କରିବା ପରେ ପପୁ…

ଦେଶରେ ୨୪ ଘଣ୍ଟାରେ ୩,୨୯,୯୪୨ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪  ଘଣ୍ଟା ମଧ୍ୟରେ ୩.୨୯ ଲକ୍ଷରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ  ୩,୮୭୬  ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି।  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶରେ ଗତ ୨୪ …

ଭାରତର ଟ୍ରିପଲ ମ୍ୟୁଟାଣ୍ଟ ଦୁନିଆ ପାଇଁ ବିପଜ୍ଜନକ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନେଭା  : କରୋନାର ଦ୍ୱିତୀୟ ତରଙ୍ଗରେ ଭାରତ ସବୁଠୁ ବେଶି ପ୍ରଭାବିତ ହୋଇଛି ।  ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି । ତେବେ ଏହା ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଭାରତର ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ…

ଅକ୍ସିଜେନ ଅଭାବରୁ ୧୧ କରୋନା ରୋଗୀ ମୃତ

ତିରୁପତି: ସୋମବାର ବିଳମ୍ବିତ ରାତିରେ  ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରୁଇଆ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୧ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।  ଆଇସିୟୁ ଭିତରେ ଅକ୍ସିଜେନ ଯୋଗାଣରେ ସମସ୍ୟା ହେତୁ ଏମାନଙ୍କର ମୃତ୍ୟୁ ଘଟିଥିବା ଚିତ୍ତୋର ଜିଲ୍ଲାପାଳ  ଏମ୍ ହରି ​​ନାରାୟଣନ୍ ଏହି ସୂଚନା…

ଦିଲ୍ଲୀ ଏବଂ ଗୋଆ ଯାତ୍ରା କରୁଥିବା ଟ୍ରେନ ଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଉଭୟ ସରକାର…

କଂଗ୍ରେସର ନୂତନ ଅଧ୍ୟକ୍ଷ ଚୟନ ପାଇଁ ଜୁନ ୨୩ରେ ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସର ନୂତନ ଅଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ଜୁନ ୨୩ରେ ହେବ ନିର୍ବାଚନ । ଏ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜୁନ ୨୩ରେ…
ବ୍ରେକିଂ