Browsing Category
ବାଣିଜ୍ୟ
ଦେଶରେ ପୁଣି ବଢିଲା ତୈଳ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି
ନୂଆଦିଲ୍ଲୀ : ସରକାରୀ ତୈଳ କମ୍ପାନୀଗୁଡିକ ଦଶମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି । ଦୈନିକ ତୈଳ ଦର ବୃଦ୍ଧି ନୂଆ ରେକର୍ଡ ଭାଙ୍ଗୁଛି । ଆଜି ଡିଜେଲର ମୂଲ୍ୟ ୩୨ ରୁ ୩୪ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୨ ରୁ ୩୪ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ…
ଦେଶରେ କ୍ରମାଗତ ଅଷ୍ଟମ ଦିନ ପାଇଁ ବୃଦ୍ଧି ପାଇଲା ତୈଳ ଦର
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଅଷ୍ଟମ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୩୫ପଇସା ବୃଦ୍ଧି ପାଇଛି। ଆଜି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲର ଦର ଲିଟର ପିଛା ୮୯.୨୯ ଟଙ୍କା ଥିବାବେଳେ…
ଦେଶରେ ଏଲପିଜି ସହ ବୃଦ୍ଧି ପାଇଲା ତୈଳଦର
ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ସେପଟେ ଆଜି କ୍ରମାଗତ ସପ୍ତମ ଦିନ ପାଇଁ ତୈଳ ଦର ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ମୂଲ୍ୟ ୨୬ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୯ ପଇସା ବୃଦ୍ଧି ପାଇଛି। ବିଦେଶ ବଜାରରେ ଅଶୋଧିତ…
କ୍ରମାଗତ ତୃତୀୟ ଦିନ ପାଇଁ ବଢିଲା ତୈଳ ଦର
ନୂଆଦିଲ୍ଲୀ : ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ମୂଲ୍ୟ ୨୫ ପଇସା ଏବଂ ଡିଜେଲ ମୂଲ୍ୟ ୩୧ ପଇସା ବୃଦ୍ଧି ପାଇଛି। ବିଦେଶ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହେତୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ବିଦେଶ ବଜାରରେ ଅଶୋଧିତ…
ଦେଶରେ ଆଜି ପୁଣି ବଢିଲା ତୈଳ ଦର
ନୂଆଦିଲ୍ଲୀ : ସରକାରୀ ତୈଳ କମ୍ପାନୀଗୁଡ଼ିକ ପୁଣି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୩୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୨୫ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।…
ପୁଣି ଖସିଲା ସୁନା ଦର
ନୂଆଦିଲ୍ଲୀ: ଷ୍ଟକ ବଜାର ଯେଉଁ ହାରରେ ଆଗକୁ ବଢ଼ିଛି ସୁନା ସେହି ଅନୁସାରେ ଶସ୍ତା ହେବାରେ ଲାଗିଛି । ସୁନାର ୧୦ ଗ୍ରାମ ପିଛା ଦାମ ୪୭ ହଜାର ଟଙ୍କାରୁ କମ ହୋଇଛି । ମୂଲ୍ୟବାନ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସୁନା ଦାମ ୧୪୧ ଟଙ୍କା ହ୍ରାସ ପାଇ ୪୬,୮୫୬ ଟଙ୍କା ହୋଇଛି…
ଟ୍ୱିଟରରେ ଭାରତ ରତ୍ନରେ ସମ୍ମାନିତ କରିବା ଅଭିଯାନକୁ ନେଇ କଣ କହିଲେ ରତନ ଟାଟା, ଜାଣନ୍ତୁ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଜଣାଶୁଣା ଶିଳ୍ପପତି ରତନ ଟାଟାଙ୍କ ବିଷୟରେ ଟ୍ୱିଟରରେ ଏକ ଅଭିଯାନ ଚାଲିଛି। ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବାର ଦାବି ଉଠିଛି। ବହୁ ସଂଖ୍ୟକ ଲୋକ ଟ୍ୱିଟରରେ ଏଭଳି ଟ୍ୱିଟ୍ କରୁଛନ୍ତି। ଏ ନେଇ ରତନ ଟାଟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।…
ମୁଦ୍ରାନୀତି ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ମୁଦ୍ରାନୀତିର ପ୍ରମୁଖ ହାରକୁ ଅପରିବର୍ତ୍ତିତ ରଖିଛି। ପୂର୍ବ ଭଳି ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ରହିଛି, ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆଜି ଦ୍ୱି-ମାସିକ…
ବଜେଟ୍ ୨୦୨୧-୨୨ : ଶସ୍ତା ହେଲା ସୁନା-ରୂପା ଦର
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୧-୨୨ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବାବେଳେ ଅନେକ ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ଏହା ମଧ୍ୟ କୁହାଯାଇଥିଲା ଯେ ଏଥର କ’ଣ ମହଙ୍ଗା ହେବ ଏବଂ କ’ଣ ଶସ୍ତା ହେବ। ବଜେଟ୍…
ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଲା କୃଷି ସେସ୍
ନୂଆଦିଲ୍ଲୀ : ସରକାର ଏହି ବଜେଟରେ ଆୟକରର ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । କିନ୍ତୁ ବଜେଟରେ ଏଗ୍ରି ଇନଫ୍ରା ଡେଭଲପମେଣ୍ଟ ସେସ୍ ପ୍ରଣୟନ କରାଯାଇଛି। ଏଥିସହିତ ୨୦୨୧-୨୨ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଉପରେ ଲିଟର ପିଛା ୨.୫୦ ଟଙ୍କା ଏବଂ ଡିଜେଲ ଉପରେ…