Browsing Category

ମନୋରଞ୍ଜନ

ତେଲୁଗୁ ଅଭିନେତା ଜୁନିଅର ଏନଟିଆର କରୋନା ପଜିଟିଭ୍ ଚିହ୍ନଟ

ହାଇଦ୍ରାବାଦ: ତେଲୁଗୁ ଅଭିନେତା ଜୁନିଅର ଏନଟିଆର କରୋନା ପଜିଟିଭ୍ ଚିହ୍ନଟ । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । I’ve tested positive for Covid19. Plz don’t worry,I’m doing absolutely fine. My family & I have isolated ourselves & we’re…

କୋଭିଡ ସେଣ୍ଟର ପାଇଁ ବିଗ ବି ଅମିତାଭ ବଚ୍ଚନ ୨କୋଟି ଟଙ୍କା ଦାନ କଲେ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଣାୟତ୍ତ ମହାମାରୀ କରୋନା । ଏଭଳି ସ୍ଥିତିରେ ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ଖୋଲିବାକୁ ଥିବା କୋଭିଡ-କେୟାର ସେଣ୍ଟର ପାଇଁ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ୨କୋଟି ଟଙ୍କା ଦାନ କରିଛନ୍ତି । ଏନେଇ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଭାପତି ମନଜିନ୍ଦର…

ଇନଷ୍ଟାଗ୍ରାମ କଙ୍ଗନାଙ୍କ କୋଭିଡ୍ ପୋଷ୍ଟ ହଟାଇଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ କରୋନା ପଜିଟିଭ ପୋଷ୍ଟକୁ ଡିଲିଟ କଲା ଇନଷ୍ଟାଗ୍ରାମ । କଙ୍ଗନା ନିକଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର୍‌ କରିଥିଲେ। ସେ ପୋଷ୍ଟ କରିଥିଲେ ଯେ, ସେ କୋଭିଡ୍‌ ପଜିଟିଭ୍…

ପ୍ରସିଦ୍ଧ ୟୁଟୁବର ରାହୁଲ ଭୋରାଙ୍କ ପରଲୋକ

ନୂଆଦିଲ୍ଲୀ: ଫେମସ ୟୁଟୁବର ତଥା ଅଭିନେତା ରାହୁଲ ଭୋରାଙ୍କ ପରଲୋକ। ଦୀର୍ଘ ଦିନ ଧରି କରୋନାରେ ସଂକ୍ରମିତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିଲେ ରାହୁଲ। ଥିଏଟର ନିର୍ଦେଶକ ଏବଂ ପ୍ଲେ ରାଇଟର ଅରବିନ୍ଦ ଗୌର ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ ରାହୁଲଙ୍କ ନିଧନ ନେଇ ସୂଚନା ଦେଇଛନ୍ତି। ରାହୁଲ ଭୋରା…

ଅଭିନେତ୍ରୀ କଙ୍ଗନା ରଣାୱତ କରୋନା ସଂକ୍ରମିତ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। କରୋନା ଲକ୍ଷଣ ଦେଖାଯିବା ପରେ ସେ ଗତକାଲି କରୋନା ପରୀକ୍ଷା କରିଥିଲେ, ଯାହାର ରିପୋର୍ଟ ଆଜି ପଜିଟିଭ ଆସିଛି । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରେ…

କରୋନା କବ୍ଜାରେ ଶିଳ୍ପା ସେଟ୍ଟୀଙ୍କ ପରିବାର

ମୁମ୍ବାଇ: କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।ଶିଳ୍ପା ନିଜ ଟ୍ଵିଟରରେ ଏକ ପୋଷ୍ଟ ସେୟାର…

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ:  ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପିଛା ଛାଡୁନି ବିବାଦ ।  କୋଲକାତା ଉଲଟାଡାଙ୍ଗା ଥାନାନରେ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଟିଏମସି ନେତା ରିଜୁ ଦତ୍ତ କଙ୍ଗନାଙ୍କ ବିରୋଧରେ ଏହି ଏଫ୍ଆଇଆର୍ ଦାଖଲ କରିଛନ୍ତି। କଙ୍ଗନା  ହିଂସାକୁ ଉସୁକାଇବା ଭଳି ମତ…

ବିବାହରେ କୋଭିଡ ନିୟମ ଉଲଂଘନ ଅଭିଯୋଗରେ କମେଡିଆନ ସୁଗନ୍ଧା ମିଶ୍ରାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ହରଡ଼ଘଣାରେ ଦ କପିଲ ଶର୍ମା ଶୋ' ଫେମ୍‌ କମେଡିଆନ୍‌ ସୁଗନ୍ଧା ମିଶ୍ର। ବିବାହର ମାତ୍ର ୯ ଦିନ ପରେ ତାଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ।  କରୋନା କାଳରେ ହୋଇଥିବା ବାହାଘର ଭୋଜିରେ କରୋନା ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହେବା ପରେ ପୋଲିସ ସୁଗନ୍ଧା ମିଶ୍ର ଏବଂ ସଙ୍କେତ ଭୋଷଲେଙ୍କ…

କରୋନାରେ ତାମିଲ୍‌ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ

ଚେନ୍ନାଇ: କରୋନାରେ ‌ତାମିଲର ଲୋକପ୍ରିୟ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ ହୋଇଛି। କରୋନାରେ ସଂକ୍ରମିତ ହୋଇ  ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ନିକଟରେ ସେ ଏବଂ ତାଙ୍କ ପତ୍ନୀ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ…

ସଲମାନ ଖାନଙ୍କ ଫିଲ୍ମ ରାଧେ’ର ଟାଇଟଲ୍ ଟ୍ରାକ୍ ରିଲିଜ

ମୁମ୍ବାଇ : ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ  'ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ' ର  ଟାଇଟଲ୍ ଟ୍ରାକ୍ ରିଲିଜ ହୋଇଛି। ରିଲିଜ୍ ହେବା କ୍ଷଣି ଏହି ଗୀତ ସୋସିଆଲ ମିଡିଆରେ ବେଶ୍‍ ପ୍ରଶଂସା ସାଉଁଟୁଛି ।  ରାଧେର ଟାଇଟଲ୍ ଟ୍ରାକ୍ କୁ ନେଇ ଅନେକ ପ୍ରତିକ୍ରିୟା ମଧ୍ଯ ଆସୁଛି ।…
ବ୍ରେକିଂ