Browsing Category

ରାଜ୍ୟ

ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ କରୋନା ସଂକ୍ରମିତ

ପୁରୀ : ରାଜ୍ଯରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାନୁଷ୍ଠାନ ପରେ ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ଯ କରୋନାର ପ୍ରଭାବ ଦେଖିବାକୁ ମିଳୁଛି ।  ଏବେସୁଦ୍ଧା ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ମୋଟ ୫୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶ୍ରୀମନ୍ଦିର…

ରାଜ୍ଯରେ ଦିନକରେ ୪,୪୪୫ କରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ

ଭୁବନେଶ୍ୱର : ଚଳିତବର୍ଷ ପ୍ରଥମ ଥର ଲାଗି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ଯରେ ରାଜ୍ୟରେ ୪,୪୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ଯରୁ ୨୫୭୪ ଜଣ ସଂଗରୋଧରେ ରହିଥିବା ବେଳେ ୧୮୭୧ ଜଣ  ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାକୁ…

ଆଜିଠୁ ଶ୍ରୀମନ୍ଦିରରେ ନୂଆ ଏସ୍‌ଓପି : ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ପୁରୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଆଜିଠାରୁ ନୂଆ ଏସଓପି ଲାଗୁ କରାଯାଇଛି । ଆଜିଠାରୁ ବାହାର ରାଜ୍ୟରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ଯଦି ବାହାର ରାଜ୍ୟରୁ ଆସୁଥିବା ଭକ୍ତ…

ଗ୍ୟାଙ୍ଗଷ୍ଟର ହାଇଦରର କାର୍ ଧରାପଡିଲା

 କଟକ: କଟକ ଏସସିବି ମେଡିକାଲରୁ ହାଇଦର ଚମ୍ପଟ ହେବାରେ ଯେଉଁ କାରର ବ୍ୟବହୃତ କାର୍ କୁ ଧରିଛି କରିଛି ପୋଲିସ । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟରୁ କାରଟିକୁ ଜବତ କରିଥିଲା କମିସନରେଟ ପୁଲିସ। ଗାଡ଼ି ନମ୍ବର ହେଉଛି ଓଡି-୦୨-ଏଏସ୍- ୬୭୭୦ । ଏହା ହେଉଛି ଏକ ମାରୁତି ସୁଇଫ୍ଟ ଡିଜାୟାର ଗାଡି,…

କରୋନା ମୁକାବିଲା ପାଇଁ ୭ ମେଡିକାଲ କଲେଜକୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୭ ଟି ମେଡିକାଲ କଲେଜକୁ ୩୦ ଜିଲ୍ଲା ଦାୟିତ୍ଵ ଦିଆଯାଇଛି। ମେଡିକାଲ କଲେଜ ଟିମ୍ ଦାୟିତ୍ଵ ମିଳିଥିବା ଜିଲ୍ଲାର କୋଭିଡ଼ ସେଣ୍ଟରର ତଦାରଖ କରିବେ। ଜାଣନ୍ତୁ କେଉଁ ମେଡିକାଲ କଲେଜକୁ କେଉଁ ଜିଲ୍ଲା…

ଆଜି ଓଡିଶାରୁ ୧୩୦୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୧୩୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି।  ସର୍ବାଧିକ ସୁନ୍ଦରଗଡରୁ ୨୨୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୯୧, କଳାହାଣ୍ଡିରୁ ୧୦୮, ସମ୍ବଲପୁରରୁ ୮୨,…

ସ୍ୱର୍ଣ୍ଣ ପଦକ ବିଜେତା ଝିଲି ଦଳବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଝିଲ୍ଲି ଦଳ ବେହାରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଛା । ଝିଲିଙ୍କୁ ଶୁଭେଛା ବାର୍ତ୍ତା ଦେବା ସହ ସଫଳ ଭବିଷ୍ୟତର କାମନା କରିଛନ୍ତି ନବୀନ। ରାଜ୍ୟ କ୍ରୀଡ଼ା ବିଭାଗ ଶୁଭେଛା ଜଣାଇଛି । ସିନିୟର ଏସିଆନ ଓ୍ୱେଟଲିପ୍ଟିଂ…

କୁମ୍ଭମେଳାରେ ଓଡିଶାରୁ ୪୦୦ରୁ ଅଧିକ ଶ୍ରଦ୍ଧାଳୁ

 ଭୁବନେଶ୍ୱର: ଗୋଟିଏ ପଟେ କରୋନାର ଦ୍ରୁତଗତିକୁ ନେଇ ଚିନ୍ତା ବଢୁଥିବା ବେଳେ ଉତ୍ତରାଖଣ୍ଡର କୁମ୍ଭମେଳାକୁ ଯାଇଥିବା ଶ୍ରଦ୍ଧାଳୁକୁ ନେଇ ଓଡ଼ିଶା ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି । ତେବେ ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣରୁ ମିଳିଥିବା ତଥ୍ୟ ଅନୁସାରେ ଓଡ଼ିଶାରୁ ୪୦୦ ଶ୍ରଦ୍ଧାଳୁ…

ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା

ଗଞ୍ଜାମ : ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ପାଇଁ ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି ।…
ବ୍ରେକିଂ