Browsing Category

ସମ୍ପାଦକୀୟ

କରୋନା ପରବର୍ତ୍ତୀ ଆଶାର ବଜେଟ

ପରିସଂଖ୍ୟାନ ନିରାଶା ବା ଆଶ୍ୱସ୍ତି ସୃଷ୍ଟି କରିପାରେ । ସେହି ହିସାବରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିଥିବା କରୋନା ପରବର୍ତ୍ତୀ ବଜେଟରେ ଯେ, ମହାମାରୀ ସମୟରେ ଓଡ଼ିଶାର ଆର୍ଥିକ ସଂକୋଚନ ଜାତୀୟ ସ୍ତର ତୁଳନାରେ କମ ହୋଇଥିବା ଦାବି କରିବା ସହ  ଆଗାମୀ ଆର୍ଥିକ…

ତୈଳଦର ବୃଦ୍ଧିର ମୁଦ୍ରାସ୍ଫୀତି ପ୍ରଭାବ

ପେଟ୍ରୋଲ ଦର ଲିଟର ପ୍ରତି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୧୦୦ ଟଙ୍କାରେ ପହଞ୍ଚି ଥିବାରୁ ତାହା  ଗୁରୁତ୍ବପୂର୍ଣ୍ଣ ମନୋବୈଜ୍ଞାନିକ ବାଧା ଅତିକ୍ରମ କରିଛି ବୋଲି ପ୍ରକାଶ ପାଇଛି। ଦେଶରେ  ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଥିବାରୁ ସ୍ବାଭାବିକ ଭାବେ  ଅସନ୍ତୋଷ  ସୃଷ୍ଟି ହୋଇଛି। ବିଶ୍ବସ୍ତରରେ…

ମାନଚିତ୍ର ସଂସ୍କାର

କେନ୍ଦ୍ର ସରକାରଙ୍କ ସଦ୍ୟ ଘୋଷଣା ଅନୁସାରେ କୋହଳ ହୋଇଥିବା ଦେଶର ଭୂସ୍ଥାନିକ ତଥ୍ୟ ନୀତି ଜାତୀୟ ଜୀବନ ଓ ସକ୍ରିୟତାର ଅନେକ କ୍ଷେତ୍ର ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ନୂଆ ବ୍ୟବସ୍ଥା ଦ୍ବାରା ଭୂସ୍ଥାନିକ ତଥ୍ୟର ଅର୍ଜନ ଓ ପ୍ରଯୋଜନା ଆଉ ପରିସୀମା ଓ ବହିଃସ୍କରଣର…

ଦେଶଦ୍ରୋହ ଆଇନର ଦୁରୁପଯୋଗ

ଗତ କିଛି ବର୍ଷ ମଧ୍ୟରେ  ଭାରତରେ ଦେଶଦ୍ରୋହ ଆଇନର  ଅଧିକ ପ୍ରୟୋଗ  ଗଣତନ୍ତ୍ର ପ୍ରତି ଚିନ୍ତା ସୃଷ୍ଟି କରିଛି। ଅଭିଯୋଗ ହେଉଛି ଯେ,ବ୍ରିଟିଶ ବେଳର ଏହି ଆଇନକୁ ନାଗରିକମାନଙ୍କର ବାକ୍‌ ସ୍ବାଧୀନତାକୁ ସଙ୍କୁଚିତ କରିବା ପାଇଁ ବ୍ୟବହାର କରାଯାଉଛି, ଯଦିଓ ମତ ପ୍ରକାଶ କରିବାର ଏହି ଅଧିକାର…

ଉତ୍ତର ଭାରତ ରାଜନୀତିର ନୂଆମୋଡ

ଦିଲ୍ଲୀ ସୀମାରେ କ୍ରମାଗତ ଚାଷୀ ଆନ୍ଦୋଳନ ଚାଲିବା ପରେ ତା’ର କ୍ଷତିକାରକ ପ୍ରଭାବ ଶାସକ ବିଜେପି ଉପରେ ପଡିଛି।  ଅନ୍ତତଃ ଦିଲ୍ଳୀ ପାଖାପାଖି ରାଜ୍ୟ ଗୁଡିକରେ ଏହା ଅନୁଭୂତ ହୋଇଛି।  ଏବେ ପଞ୍ଜାବରେ ପୌର ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ସାଙ୍ଗକୁ  ଅକାଳୀ ଦଳ ଓ ବିଜେପି ଶୋଚନୀୟ ଭାବେ…

ଆମେରିକା ଗଣତନ୍ତ୍ରରେ ଆଉ ଏକ ଦାଗ

ଗତ ଜାନୁଆରୀ ୬ରେ  କ୍ୟାପିଟାଲ ହିଲ୍‌ରେ ହିଂସାକାଣ୍ଡ ଆମେରିକୀୟ ଗଣତନ୍ତ୍ର  ପାଇଁ ଏକ କଳଙ୍କ ଥିଲା ଯାହା ନିକଟ ଭବିଷ୍ୟତରେ  ଲିଭିବନାହିଁ । ଏବେ  ଆଉ ଏକ ନୂଆ ଲଜ୍ଜାକର ସ୍ଥିତି ଉପୁଜି ଆମେରିକୀୟ ସିନେଟ ଉକ୍ତ ହିଂସାକାଣ୍ଡରେ ସମ୍ପୃକ୍ତି ଥିବା ସତ୍ତ୍ବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

ସୈନ୍ୟ ପ୍ରତ୍ୟାହାର ଚୁକ୍ତି ନେଇ ପ୍ରଶ୍ନ 

ଲଦାଖ ସୀମା ବିବାଦ ନେଇ ଚୀନ ସହ ଭାରତର କଥାବାର୍ତ୍ତା ବହୁବାର ଚାଲିବା ସତ୍ତ୍ବେ ସମାଧାନ ବାହାରିନଥିବା  ବେଳେ ଆକସ୍ମିକ ଭାବେ ସୀମାରୁ  ଦୁଇପକ୍ଷ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଏବେ ହୋଇଥିବା ରାଜିନାମା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯଦିଓ ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତି…

ସମସ୍ତଙ୍କୁ ନ୍ୟାୟ

ନିକଟରେ ପ୍ରକାଶିତ ୨୦୨୦ ଭାରତୀୟ  ନ୍ୟାୟ ରିପୋର୍ଟ ଦେଖିଲେ ଜଣାପଡୁଛି ଯେ, ସମସ୍ତ ରାଜ୍ୟ  ଓ  ମୋଟାମୋଟି ଭାବେ ସମଗ୍ର ଦେଶର ନାଗରିକମାନଙ୍କୁ ଆପତତଃ ଉଚିତ ସ୍ତରର  ନ୍ୟାୟ ପ୍ରଦାନ କରିବା ପାଇଁ ଯଥେଷ୍ଟ କିଛି କରିବାକୁ ପଡ଼ିବ। ସୁପ୍ରିମକୋର୍ଟ କହିଛନ୍ତି ଯେ, ନ୍ୟାୟକୁ ପହଞ୍ଚ ଏକ ମୌଳିକ…

ସଂଘୀୟ ବ୍ୟବସ୍ଥା ଉପରେ ଆଉ ଏକ ଆକ୍ରମଣ

କେନ୍ଦ୍ରରେ ଏନଡିଏ ସରକାର ଦିଲ୍ଲୀର ଜାତୀୟ ରାଜଧାନୀ  ଅଞ୍ଚଳ ସୀମା ଆଇନକୁ ସଂଶୋଧନ କରିବା ପାଇଁ  ନେଉଥିବା ପଦକ୍ଷେପ  ଦେଶର ସଂଘୀୟ ବ୍ୟବସ୍ଥା ଲାଗି ଏକ ବଡ ଧକ୍କା। ଏଥିରେ ଦିଲ୍ଲୀର  ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦିଆଯିବ। ତଦ୍ଦ୍ବାରା ସେ ନିର୍ବାଚିତ ଦିଲ୍ଲୀ ରାଜ୍ୟ ସରକାରଙ୍କୁ…

କରୋନା ତଦନ୍ତ ଫଳାଫଳ

ପୃଥିବୀରେ କରୋନା ଆରମ୍ଭ ହେବାର ବର୍ଷକ ପରେ ମଧ୍ୟ ତା’ର ଉଦ୍‌ଭବ ନେଇ  ଏଯାଏଁ ସଂଶୟ ଦୂର ହୋଇନାହିଁ ।  ଏପର୍ଯ୍ୟନ୍ତ ଏହି ମହାମାରୀରେ ବିଭିନ୍ନ ଦେଶରେ ୨୩ ଲକ୍ଷ ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି।  କରୋନା ହ୍ରାସ ପାଇଥିଲେ ସୁଦ୍ଧା ଏବେ ବି ଟିକାକରଣ ସାଙ୍ଗକୁ ନୂଆ ସଂକ୍ରମଣ କେସ ବାହାରୁଛି। …
ବ୍ରେକିଂ