Browsing Category

ସମ୍ପାଦକୀୟ

ବିଦ୍ୟୁତ ଲାଗି କୋଇଲା ସମସ୍ୟା

ଦେଶର ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ ଗୁରୁତର କୋଇଲା ଅଭାବ ସମସ୍ୟା ଯୋଗୁଁ ବିଦ୍ୟୁତ ସଙ୍କଟ ସୃଷ୍ଟି ହେବାର ଆଶଙ୍କାକୁ କେନ୍ଦ୍ର ସରକାର ଅସ୍ବୀକାର କରିଥିଲେ ସୁଦ୍ଧା ଆଶଙ୍କା ପଛରେ ଯଥେଷ୍ଟ ସତ୍ୟତା ରହିଛି୤ ବର୍ଷା ଋତୁ ଶେଷ ହେବାକୁ ଯାଉଥିବାରୁ ଆଗକୁ ଶୀତଦିନ ପରେ  ତାପମାତ୍ରା ବଢିଲେ…

ଫେସବୁକ ବିରୋଧରେ ଗୁରୁତର ଅଭିଯୋଗ

ବିଶ୍ବ ପ୍ରସିଦ୍ଧ ସାମାଜିକ ଗଣମାଧ୍ୟମ ମଞ୍ଚ ଫେସବୁକ ଗତ କିଛିଦିନ ମଧ୍ୟରେ  ଅନେକ ବିବାଦ ଭିତରକୁ ଆସିବା ସାଙ୍ଗକୁ ଆମେରିକାରେ କଂଗ୍ରେସର କଡା ଶୁଣାଣିର ସମ୍ମୁଖୀନ ହୋଇଛି୤ ଏହାର କାର୍ଯ୍ୟଶୈଳୀ ନେଇ ସାରା ପୃଥିବୀରେ ଏହି ସଂସ୍ଥା କଟୁ ସାଧାରଣ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି୤ କିନ୍ତୁ…

କାଶ୍ମୀର ଉପତ୍ୟକାରେ ହତ୍ୟା

ଗତ କିଛିଦିନ ମଧ୍ୟରେ କାଶ୍ମୀର ଉପତ୍ୟକାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିର୍ଦ୍ଦିଷ୍ଟ ଭାବରେ ହତ୍ୟା କରାଯାଇଥିବାରୁ ସେଠାରେ ଆତଙ୍କ ଓ ଭୟର ବାତାବରଣ  ସୃଷ୍ଟି ହୋଇଛି୤ ଏବର୍ଷ ଜାମ୍ମୁକାଶ୍ମୀରରେ ନିରାପତ୍ତା ରକ୍ଷୀଙ୍କ ଅପେକ୍ଷା ବେଶୀ ସାଧାରଣ ଲୋକ ଉଗ୍ରବାଦୀ…

ଡ୍ରଗ୍ସ ବିପଦର ଅସଲ ଦିଗ

ନିଶା ସାମଗ୍ରୀ କାରବାର ବିରୋଧରେ ଗତକିଛି ଦିନ ମଧ୍ୟରେ ଅଧିକ ସକ୍ରିୟ ହୋଇଥିବା କେନ୍ଦ୍ର ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ଏକ କ୍ରୁଇଜ ଜାହାଜରୁ ଖୁବ କମ ପରିମାଣର ଡ୍ରଗ୍ସ ଜବତ କରିିଥିଲେ ସୁଦ୍ଧା ତାହା ଗଣମାଧ୍ୟମରେ ମାତ୍ରାଧିକ ଚର୍ଚ୍ଚାକୁ ଆସିଛି୤ ଯେହେତୁ ହିନ୍ଦୀ…

ପାଣ୍ଡୋରା ବାକ୍ସର ରହସ୍ୟ

ପାଞ୍ଚ ବର୍ଷତଳେ ପାନାମା ପେପର୍ସ ବିବାଦ ଆନ୍ତର୍ଜାତିକ ସ୍ତରରେ ଆଲୋଡନ ସୃଷ୍ଟି କରିବା ପରେ  ଏବେ ଇଣ୍ଟରନ୍ୟାସନାଲ କନ୍‌ସୋର୍ଟିୟମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟ (ଆଇସିଆଇଜେ )ପାଣ୍ଡୋରା ପେପର୍ସ  ନାମରେ  ଆଉ କିଛି  ତଥ୍ୟ ଓ ଦସ୍ତାବିଜ ପ୍ରକାଶ କରି କଳାଧନ ଜମା ସମ୍ପର୍କିତ ବିସ୍ଫୋରକ…

ସନ୍ତୋଷଜନକ ଟିକସ ସଂଗ୍ରହରୁ ଆଶା

ଦେଶରେ ଟିକସ ସଂଗ୍ରହ ସନ୍ତୋଷଜନକ ଧାରାରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କର ମୋଟ ଟିକସ ଆୟ ବଢୁଥିବାରୁ ଆଶା ଦେଖାଦେଇଛି ଯେ,ସରକାର ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ବିଭିନ୍ନ ବିଭାଗର  ଖର୍ଚ୍ଚ ବୃଦ୍ଧିକରି ଅର୍ଥନୀତିକୁ ଅଧିକ ସକ୍ରିୟ କରିବେ। ୨୦୨୧-୨୨ର ପ୍ରଥମ ୫ମାସ ଅଥଚ ଏପ୍ରିଲରୁ…

ନିଯୁକ୍ତି ତଥ୍ୟ ସର୍ଭେରେ ତ୍ରୁଟି

ନିକଟରେ ଶ୍ରମ ବ୍ୟୁରୋ ପକ୍ଷରୁ ପ୍ରକାଶିତ ତ୍ରୈମାସିକ ଅର୍ଥନୈତିକ ସର୍ଭେ ନିଯୁକ୍ତି ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ଏକ ଉଦ୍ୟମ। ଅର୍ଥନୀତିର ଅନୁଧ୍ୟାନ କରି ନୀତି ପ୍ରଣୟନ ଲାଗି ଏହାର ବେଶ ଗୁରୁତ୍ବ ରହିଛି। ଭାରତରେ ଅଧିକାଂଶ ସମୟରେ ସନ୍ତୋଷଜନକ ଅର୍ଥନୈତିକ ପକ୍ଷ ମିଳେନାହିଁ। ବିଶେଷ…

ଆଞ୍ଜେଲା ମର୍କେଲଙ୍କ ପରେ ଜର୍ମାନୀ

ଜର୍ମାନୀରେ ରାଜନୈତିକ ଅନିଶ୍ଚୟତା ସୃଷ୍ଟି ହୋଇଛି। କାରଣ ଗତ ସପ୍ତାହରେ ସେଠାରେ ଅନୁଷ୍ଠିତ ନିର୍ବାଚନରେ କୌଣସି ପକ୍ଷକୁ ସ୍ପଷ୍ଟ ବହୁମତ ମିଳିନାହିଁ। ସୋସିଆଲ ଡ୍ରେମୋକ୍ରାଟ୍‌ମାନେ (ଏସପିଡି)ଡିଭାଇସ ଚାନସେଲର ଆଞ୍ଜେଲା ମର୍କେଲ ଖ୍ରୀଷ୍ଟିଆନ ଡ୍ରେମୋକ୍ରାଟିକ ୟୁନିୟନ (ସିଡିୟୁ) ଦଳଠାରୁ …

କଂଗ୍ରେସକୁ ପଞ୍ଜାବ ଧକ୍କା

ସମ୍ପାଦକୀୟ: କଂଗ୍ରେସ ଦଳ ଓ ଏହାର ନେତୃବୃନ୍ଦ ଯେ କୌଣସି କାରଣ ନଥାଇ ନିଜକୁ ଧ୍ବଂସ କରିବା ମାର୍ଗରେ ଯାଉଛନ୍ତି ସେ ସମ୍ପର୍କରେ ଆଉ କାହାର କିଛି ସନ୍ଦେହନାହିଁ। ଗତ ୭ ବର୍ଷର ବିଭିନ୍ନ ଘଟଣାବଳୀ ସହ ଏବେ ପଞ୍ଜାବ ସଙ୍କଟ ଉକ୍ତ ଧାରଣାକୁ ପ୍ରମାଣିତ କରିଛି। ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ…

ଚାଷୀ ଆନ୍ଦୋଳନର ଗ୍ରହଣଯୋଗ୍ୟ ସମାଧାନ ଲୋଡା

ବର୍ଷେ ତଳେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି  କୃଷି ସଂସ୍କାର ଆଇନ ବିରୋଧରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଏପର୍ଯ୍ୟନ୍ତ ଅବ୍ୟାହତ ରହିଥିବା ବେଳେ ତା’ର ବର୍ଷପୂର୍ତ୍ତି ଉପଲକ୍ଷେ ଆନ୍ଦୋଳନକାରୀମାନେ ଏବେ ଭାରତ ବନ୍ଦ ପାଳନ କରିଛନ୍ତି, ଯାହା ଅନେକ ସ୍ଥାନରେ ସଫଳ ହୋଇଛି । ଏଥିରୁ…
ବ୍ରେକିଂ