Browsing Category

ସ୍ୱତନ୍ତ୍ର

ଆଜି ରଜ ସଂକ୍ରାନ୍ତି

ଆଜି ରଜର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। କରୋନା କଟକଣା ଯୋଗୁୁଁ ଏଥର ଗାଁରୁ ସହର ସବୁଠି ଶୁନସାନ। କରୋନା କଟକଣା ସହ ଘରେ ଘରେ ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ସାଧାରଣତଃ କୃଷକମାନେ…

ଆଜି ପହିଲି ରଜ, କରୋନା କଟକଣା ମଧ୍ୟରେ ଘରେ ଘରେ ହେଉଛି ପାଳନ

ଆଜି ପହଲି ରଜ । ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ । ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି । ହେଲେ ମହାମାରୀ କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ରଜ ପର୍ବ ଫିକା ପଡିଛି । ନା ଗାଁ ଦାଣ୍ଡରେ ରଜ ଗୀତ…

ରାତି ପାହିଲେ ରଜ, ଆଜି ସଜବାଜ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଆସିଛି ରଜ ଲୋ ଘେନି ନୂଆ ସଜବାଜ ରାତି ପାହିଲେ ରଜ। ଭାବର ଆଦାନ ପ୍ରଦାନର ପର୍ବ ରଜ। ମିଳନର ପର୍ବ ରଜ। ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ। ଆଷାଢର ଆରମ୍ଭରେ ରଜ ଆସେ। ଏହାର ପୂର୍ବଦିନ ସଜବାଜ ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା…

ରଜରେ ରଜ ପାନ ଖାଇବାର ରହସ୍ୟ

ରଜ ହେଉଛି ଓଡିଶାର ଏକ ଗଣପର୍ବ। ଏହି ପର୍ବ ସମୟରେ ଗାଁଗଣ୍ଡା ଉଛୁଳି ପଡେ। ବିଶେଷ କରି ଝିଅମାନଙ୍କର ଏହି ପର୍ବ ବେଶ ଆନନ୍ଦ ଦାୟକ। ତେବେ ଏହି ରଜରେ ଏକ ବହୁଳ ବ୍ୟବହାର ଜିନିଷ ହେଉଛି ପାନ। ସାଧାରଣତଃ ଅନେକ ଲୋକ ପାନ ଦୈନିକ ବ୍ୟବହାର କରିଥାନ୍ତି। ହେଲେ ରଜରେ ପ୍ରାୟ ସମସ୍ତେ ପାନ ଖାଇବାକୁ…

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ପାଇଁ ବ୍ରତ ରଖନ୍ତି ସଧବା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ଓଡିଆ ଘରର ଏହି ପର୍ବକୁ ସାଧାରଣରେ ସଧବା ମାନେ ହିଁ ପାଳନ କରିଥାନ୍ତି। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା…

ଆଜି ବିଶ୍ୱ ସମୁଦ୍ର ଦିବସ : ବାଲୁକା କଳାରେ ସମୁଦ୍ର ସୁରକ୍ଷା ସଚେତନତା ବାର୍ତ୍ତା

ପୁରୀ: ଆଜି ବିଶ୍ୱ ସମୁଦ୍ର ଦିବସ । ପ୍ରତିବର୍ଷ ଜୁନ ୮ ତାରିଖକୁ World Ocean Day ଭାବରେ ପାଳନ କରାଯାଏ । ମହାସାଗର, ସାଗର ଆଦି ଜଳ ରାଶିକୁ ପ୍ରଦୂଷଣ ମୁକ୍ତ ରଖିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ସମୁଦ୍ର ଦିବସରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି…

ଆଜି ବିଶ୍ୱ ପରିବେଶ ଦିବସ

ବିଶ୍ୱ ପରିବେଶ ଦିବସ ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ପାଳନ କରାଯାଏ। ପରିବେଶପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ କାର୍ଯ୍ୟକ୍ରମ (United Nations Environment Programme - UNEP)ର ଅନ୍ତର୍ଗତ ।…

ଆଜି ବିଶ୍ୱ ସାଇକେଲ ଦିବସ, ଦିଆସିଲି କାଠିରେ ପେନି ଫର୍ଦିଂ ବାଇ ସାଇକେଲ ପ୍ରସ୍ତୁତ କଲେ ଓଡିଆ ଯୁବକ

ପୁରୀ : ଆଜି ବିଶ୍ୱ ସାଇକେଲ ଦିବସ। ବିଶ୍ୱ ସାଇକେଲ ଦିବସ’ ପ୍ରତିବର୍ଷ ଜୁନ ୩ ତାରିଖରେ ପାଳନ କରାଯାଏ। ଏହି ଅବସରରେ  କେବଳ ଦିଆସିଲି କାଠିରେ ସାଇକେଲ ଗଢିଛନ୍ତି ପୁରୀ କୁମ୍ଭାରପଡା ଅଞ୍ଚଳର ଯୁବ ଶିଳ୍ପୀ ଶାସ୍ୱତ ରଞ୍ଜନ ସାହୁ। ନିଖୁଣ କଳାକୃତୀ ଜରିଆରେ ସେ ୧୮ ଶହ ଶତାବ୍ଦୀର ଲୋକେ ବ୍ଯବହାର…

ବାତ୍ୟା ୟାଶ: କ’ଣ କରିବେ ଓ କ’ଣ କରିବେ ନାହିଁ?

ଭୁବନେଶ୍ୱର: ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ସମୟରେ ଲୋକ ଭୟଭୀତ ହୋଇଯାଆନ୍ତି। ଆତଙ୍କିତ, ଅଧୈର୍ଯ୍ୟ ହୋଇପଡ଼ନ୍ତି। ଏମିତି ହେବା ଦ୍ୱାରା ଆପଣ ଅଧିକ କ୍ଷତି ସହିପାରନ୍ତି। ତେବେ ବାତ୍ୟା ସମୟରେ କ'ଣ କରିବେ ଓ କେଉଁ ଦିଗ ପ୍ରତି ସତର୍କ ରହିବେ ତାହା ଜାଣିବା ଜରୁରୀ।  ବାତ୍ୟା…

ଜାଣନ୍ତୁ ଦୁନିଆର କିଛି ରହସ୍ୟମୟ ହ୍ରଦ ସମ୍ପର୍କରେ..

ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଉତ୍ତର ତାଞ୍ଜାନିଆରେ ଅଛି, ଯାହାକୁ ନେଟ୍ରାନ୍ ହ୍ରଦ କୁହାଯାଏ ।  ବିଶ୍ୱାସ କରାଯାଏ ଯେ ଏହି ହ୍ରଦର ଜଳକୁ ଯିଏ ସ୍ପର୍ଶ କରେ, ସେ ପଥରରେ ପରିଣତ ହୋଇଯାଏ ।  ଏହି ହ୍ରଦ…
ବ୍ରେକିଂ