Browsing Category

ସ୍ୱତନ୍ତ୍ର

ଆଜି ପ୍ରମିଜ୍ ଡେ’ , ପାର୍ଟନରଙ୍କୁ କରନ୍ତୁ ଏହି ଖାସ ପ୍ରମିଜ୍

ଦୁଇଟି ମନ ଓ ହୃଦୟର ମିଳନ ଯେଉଁ ପବିତ୍ର ସମ୍ପର୍କ ସୃଷ୍ଟି କରେ ତାହା ହିଁ ପ୍ରେମ । ଏହି ପ୍ରେମ ଏବଂ ପବିତ୍ର ସମ୍ପର୍କକୁ ଚିରଦିନ ପାଇଁ ସାଇତି ରଖିବା ପାଇଁ ଭାଲେନଟାଇନ ସପ୍ତାହର ପଞ୍ଚମ ଦିନରେ ପାଳନ ହୁଏ ପ୍ରମିଜ୍‌ ଡେ' । ଭାଲେଣ୍ଟାଇନ୍ ସପ୍ତାହର ପଞ୍ଚମ ଦିନକୁ ପ୍ରମିଜ୍‌ ଡେ' ଭାବରେ ପାଳନ…

ଆଜି ଟେଡି ଡେ’, ହୃଦୟର ଭାବନା ବ୍ୟକ୍ତ କରିବାକୁ ସାଥୀଙ୍କୁ ଦିଅନ୍ତୁ ଟେଡି

ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭ ହୋଇଯାଇଛି । ରୋଜ୍ ଡେ, ପ୍ରପୋଜ ଏବଂ ଚକୋଲେଟ୍ ଡେ ପରେ ଆଜି ପ୍ରେମୀଯୁଗଳ ଟେଡି ଡେ' ପାଳନ କରୁଛନ୍ତି । ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନ ହେଉଛି ଟେଡି ଡେ'। ଝିଅମାନେ ଟେଡିକୁ ବହୁତ ପସନ୍ଦ କରନ୍ତି । ପ୍ରାୟତଃ  ଝିଅମାନେ ରାତିରେ ଟେଡିକୁ…

ଆଜି ଚକୋଲେଟ ଡେ’ ପାର୍ଟନରଙ୍କୁ ଦିଅନ୍ତୁ ଏହି ଉପହାର, ବଢିବ ସମ୍ପର୍କର ମଧୁରତା

'ଭାଲେଣ୍ଟାଇନ୍ସ ସପ୍ତାହ' ର ତୃତୀୟ ଦିନ' ଚକୋଲେଟ୍ ଡେ 'ଭାବରେ ପାଳନ କରାଯାଏ । ଏହି ଦିନ, ପ୍ରେମୀଯୁଗଳ ପରସ୍ପରକୁ ଉପହାରରେ ଚକୋଲେଟ୍ ଦେଇ ନିଜର ପ୍ରେମ ବ୍ୟକ୍ତ କରନ୍ତି ।  ଚକୋଲେଟର ମଧୁରତା ସହିତ ସମ୍ପର୍କକୁ ମଧୁରତା କରିବାକୁ ଚେଷ୍ଟା କରନ୍ତି । ଚକୋଲେଟ ଡେ ରେ ପ୍ରେମ ବନ୍ଧନକୁ ଅଧିକ…

ଆଜି ପ୍ରପୋଜ୍‌ ଡେ’: ସାଥୀଙ୍କୁ ଏଭଳି କୁହନ୍ତୁ ମନର କଥା

'ରୋଜ ଡେ' ରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ସ ସପ୍ତାହ ବା ପ୍ରେମ ସପ୍ତାହ । ଗୋଲାପ ଦେବା ପରେ ଆଜି ପ୍ରେମର ପରିପ୍ରକାଶ କରିବାର ଦିନ । ଆଜି ପ୍ରେମ ସପ୍ତାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଭାଲେଣ୍ଟାଇନ୍‌ ସପ୍ତାହର ଦ୍ୱିତୀୟ ଦିନ ବା ପ୍ରପୋଜ୍‌ ଡେ' । ଏହି ଦିନରେ ପ୍ରେମୀଯୁଗଳ…

ଆଜି ‘ରୋଜ୍ ଡେ’, ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କି ବାର୍ତ୍ତା ଦିଏ

ଆଜିଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀଯୁଗୋଳ ପାଳନ କରିବେ ପ୍ରେମ ସପ୍ତାହ। ଆଜି ପ୍ରେମ ସପ୍ତାହର ପ୍ରଥମ ଦିନ । ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି 'ରୋଜ୍ ଡେ' ବା ଗୋଲାପ ଦିବସ । କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ…

ସାଧାରଣତନ୍ତ୍ର ଦିବସ : ଜାତୀୟ ପତାକା ଉତ୍ତୋଳନର କିଛି ବିଶେଷ ନିୟମ

ଭୁବନେଶ୍ୱର: ଜାନୁଆରୀ ୨୬ ତାରିଖକୁ ସାରା ଭାରତ ବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇଥିଲା। ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବାସହ ଏହିଦିନ ଲିଖିତ ସାମ୍ବିଧାନିକ…

ବ୍ରିଟିଶଙ୍କ ସହ ବୁଝାମଣା ଚାହୁଁନଥିଲେ ନେତାଜୀ, ଜାଣନ୍ତୁ ତାଙ୍କ ଜୀବନ ସଂଘର୍ଷର କାହାଣୀ

ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ । ଆଜି ତାଙ୍କ ୧୨୫ ତମ ଜନ୍ମ ବାର୍ଷିକୀ । ଏହାକୁ ସାରା ଦେଶରେ ପରକ୍ରମ ଦିବସ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନେତାଜୀଙ୍କ ଜୀବନୀ ଏବଂ ବଳିଦାନ ଆଜିର ଯୁବକମାନଙ୍କ ପାଇଁ ଅତ୍ୟନ୍ତ…

ଆଜି ପବିତ୍ର ଶାମ୍ବ ଦଶମୀ, ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ୱର : ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ଏହି ଦିନ ସୂର୍ଯ୍ୟ ଦେବଙ୍କୁ ଭୋରରୁ ଉଠି ପୂଜା କରାଯାଏ। ମୁଖ୍ୟତଃ ଓଡ଼ିଶାର ପୂର୍ବ ଭାଗରେ ଏହି ପୂଜା…

ଯାତ୍ରୀଙ୍କୁ ସତର୍କ କଲା ରେଳ ବିଭାଗ: ରିଫଣ୍ଡ ପାଉଣା ଫେରସ୍ତ ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ତଥ୍ୟ ନ ଦେବାକୁ…

ଭୁବନେଶ୍ୱର: ସାଧାରଣତଃ ଦୂରସ୍ଥାନକୁ ଯାତ୍ରା ପାଇଁ ଆମେ ଟ୍ରେନକୁ ଗୁରୁତ୍ୱ ଦେଇଥାଉ। ଏଥିପାଇଁ ଆମକୁ କିଛି ଦିନ ପୂର୍ବରୁ ଟିକେଟ କରିବାକୁ ପଡିଥାଏ। ବ୍ୟସ୍ତବହୁଳ ଜୀବନ ପାଇଁ ଅନଲାଇନରେ ଟିକେଟ କାଟିବାକୁ ଅନେକ ପସନ୍ଦ କରିଥାନ୍ତି। ହେଲେ ଅନେକ ସମୟରେ ଯାତ୍ରାରେ ପରିବର୍ତ୍ତନ ଆସିଥାଏ, ଆମେ…

ଓଡିଶା-ମୋ ପରିବାର ସହଯୋଗରେ କୋଏମ୍ବାଟରରୁ କଳାହାଣ୍ଡି ଫେରିଲା ମୃତଦେହ

ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୁର ସହରରେ ମୃତ୍ୟୁ ଘଟିଥିବା କଳାହାଣ୍ଡିର ଯୁବକ ଗଜେନ୍ଦ୍ର ନାୟକଙ୍କ ମରଶରୀରକୁ ଓଡିଶା-ମୋ ପରିବାର  ସହଯୋଗ ରେ ଫେରି ପାଇଛନ୍ତି ତାଙ୍କ ପରିବାର ଲୋକ । ଆଜି ଭୋର ୩ଟାରେ ଶବ ଗାଁରେ ପହଂଚିବା ପରେ ସଂସ୍କାର କରାଯାଇଛି । ସୂଚନାନୁସାରେ କୋଏମ୍ବାଟୁରରେ…
ବ୍ରେକିଂ