ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ

ନୂଆଦିଲ୍ଲୀ:  ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ । cbseresults.nic.incbse.gov.in ୱେବ୍‌ସାଇଟ୍‌ରେ ରେଜଲ୍ଟ ପ୍ରକାଶ ପାଇଛି।  SMS ଜରିଆରେ ବି ଛାତ୍ରଛାତ୍ରୀ  ପରୀକ୍ଷା ଫଳ ପାଇପାରିବେ । cbse10 <space> Roll number ଲେଖି 7738299899କୁ SMS କଲେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ । 

କୋରୋନା ଯୋଗୁଁ ଏଥର ଦଶମ ପରୀକ୍ଷା ବାତିଲା ହୋଇଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE । ୧୮ ଲକ୍ଷରୁ ଅଧିକ ପିଲା ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ । ତେବେ ଯେଉଁ ଛାତ୍ରଛାତ୍ରୀମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି। ସେମାନେ ଅଫଲାଇନ ଜରିଆରେ ପରୀକ୍ଷା ଦେଇପାରିବେ। କୋଭିଡ ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.

ବ୍ରେକିଂ