କୋଭିଡ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ମିଳିବ ୨୩ ହଜାର ୧୨୩ କୋଟିର ଅନୁଦାନ ପାଣ୍ଠି

ନୂଆଦିଲ୍ଲୀ:ମୋଦିଙ୍କ ନୂଆ ଟିମ ଗଠନ ପରେ ରାଜ୍ୟମାନଙ୍କ ପାଇଁ କୋଭିଡ ପାଣ୍ଠି ଘୋଷଣା ହୋଇଛି । ନବକଳେବର ପରେ ଆଜି ଦାୟିତ୍ୱ କରିଥିଲେ ବିଭିନ୍ନ ବିଭାଗର ମନ୍ତ୍ରୀ । ଆଜି ରାଜ୍ୟମାନଙ୍କ ପାଇଁ କୋଭିଡ ପାଣ୍ଠି ଅନୁଦାନ ଘୋଷଣା ହୋଇଛି ।

ସେଥିଲାଗି ୨୩ , ୧୨୩ କୋଟିର କୋଭିଡ ପାଣ୍ଠି ଅନୁଦାନ ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସେହିପରି ମଣ୍ଡି ପଦ୍ଧତି ସୁଦୃଢ କରିବା ଲାଗି ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

Leave A Reply

Your email address will not be published.

ବ୍ରେକିଂ