ପିଲା ବିକ୍ରି ରାକେଟର ପର୍ଦ୍ଦାଫାଶ, ୭ ଗିରଫ

ରାଉରକେଲା : ରାଉରକେଲାରେ ବଡଧରଣ ପିଲା ବିକ୍ରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ରାକେଟରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଖବର ଅନୁଯାୟୀ, ଆଠ ଜଣିଆ ଶିଶୁ ବିକ୍ରୟ ଗ୍ୟାଙ୍ଗ ରାଉରକେଲା ଅଞ୍ଚଳରେ ସକ୍ରିୟ ଥିଲେ ଏବଂ ରାଜ୍ୟ ବାହାରେ ଶିଶୁମାନଙ୍କୁ ବିଶେଷ କରି ଝାଡଖଣ୍ଡରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ।

ଏହି ଅପରାଧରେ ସମ୍ପୃକ୍ତ ଆଠ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ମହିଳାଙ୍କ ସମେତ ୭ଜଣଙ୍କୁ ଗିରଫ କରାଯାଇଛି ।  ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି ।

 

Leave A Reply

Your email address will not be published.

ବ୍ରେକିଂ