ବରଗଡ଼ ସବ୍ ଜେଲ୍ ପରିସରରୁ ୧୫ରୁ ଊର୍ଦ୍ଧ୍ଵ କଫ୍ ସିରଫ ପେଟି ଜବତ

ବରଗଡ଼: ବରଗଡ଼ ସବ୍‌ ଜେଲ୍‌ ପରିସରରୁ ବିପୁଳ ପରିମାଣରେ କଫ୍‌ ସିରଫ ଜବତ । ଜେଲ ପରିସରରେ ଥିବା ଜେଲ୍‌ କର୍ମଚାରୀ ଆକାଶ ସିନ୍ଦିରୀୟାଙ୍କ ସରକାରୀ କୋଠାଘରରେ ୧୫ରୁ ଊର୍ଦ୍ଧ୍ଵ କଫ୍‌ସିରଫ ପେଟି ଜବତ କରିଛି ପୋଲିସ ।

ଏନେଇ ଆକାଶ ସିନ୍ଦିରୀୟା ଓ ତାଙ୍କ ସ୍ତ୍ରୀଙ୍କୁ ଟାଉନ ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । କିନ୍ତୁ ଜେଲ ଅଧିକାରୀ  ଘଟଣା ବାବଦରେ କିଛି ସୂଚନା ନଦେବା ପାଇଁ ମନା କରିଥିଲେ ।

 

Leave A Reply

Your email address will not be published.

ବ୍ରେକିଂ