କଫସିରଫ ଓ ନିସା ଟାବଲେଟ ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁରରେ କଫସିରଫ ଓ ନିସା ଟାବଲେଟ ଜବତ୍ । ସମ୍ବଲପୁର ଟାଉନଥାନା ପୋଲିସ ଦ୍ୱାରା କଫସିରଫ ଓ ନିସା ଟାବଲେଟ ଜବତ କରାଯିବା ସହ ଏଇ ଘଟଣାରେ ୪ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଙ୍କ ବିରୋଧରେ NDPS Act ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି ।

 

ବେଆଇନ କଫସିରଫ ଓ ନିସା କାରବାର ଅଭିଯୋଗରେ ସମ୍ବଲପୁର ଟାଉନଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ ୧୮୩ ବୋତଲ ଲୁଜ୍ କପସିରଫ ,୨୫୦ ବୋତଲ ସିଲ୍ କପସିରଫ ,୪୦ ଟି ନିସା ବଟିକା ,୩ ଟି ମୋବାଇଲ ଓ ୩ ଟି ମୋଟରସାଇକେଲ ଜବତ କରିଛି ପୋଲିସ । ।

Leave A Reply

Your email address will not be published.

ବ୍ରେକିଂ