ରାଜ୍ୟରେ କରୋନା ସଂକ୍ରମଣ କମି ସ୍ଥିର ଅବସ୍ଥାରେ ଅଛି: ସିବିକେ ମହାନ୍ତି

ଭୁବନେଶ୍ଵର:   ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । କୋରୋନା ସ୍ଥିତି ଥିକ୍ ଟେଲ ଫେନୋମେନନ ଅବସ୍ଥାରେ ରହିଛି । ଅର୍ଥାତ ସଂକ୍ରମଣ କମିଯାଇ ସ୍ଥିର ଅବସ୍ଥାରେ ରହିଛି । କିଛିଦିନ ଧରି ଏହି ଟ୍ରେଣ୍ଡ ଲାଗିରହିଛି, ଅନ୍ୟ ରାଜ୍ୟରେ ବି ଏହି ସ୍ଥିତି । ଆଗକୁ ସଂକ୍ରମଣ କମିବ ବୋଲି ଆଶା କରାଯାଉଥିବା ସିବିକେ ମହାନ୍ତି କହିଛନ୍ତି ।

ତୃତୀୟ ଲହର ଆକଳନ କରାଯାଇଛି କିନ୍ତୁ ଆସିନାହିଁ । ମାଡ୍ରାସ ଇନଷ୍ଟିଚ୍ୟୁଟ କହୁଥିବା ଆର ଭ୍ୟାଲୁ ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ । ସଂକ୍ରମଣ କମିଥିବାରୁ କେମିତି ଆର ଭ୍ୟାଲୁ ଅଛି ବୋଲି କୁହାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ