ଆସନ୍ତା ମାସରୁ ଛୋଟ ପିଲାଙ୍କୁ ଟିକା ଦିଆଯାଇପାରେ: ସ୍ୱାସ୍ଥ୍ୟମନ୍ତ୍ରୀ

 ନୂଆଦିଲ୍ଲୀ: ଦେଶରେ ଟିକାକରଣ ଆଗେଇ ଚାଲିଥିବା ବେଳେ ପିଲାମାନଙ୍କ ପାଇଁ ଏଯାଏଁ କୌଣସି ଟିକା ଆସି ନାହିଁ । ସେପଟେ ଏନେଇ ନୂଆ ଖବର ସାମ୍ନାକୁ ଆସିଛି । ଆସନ୍ତାମାସରୁ ଛୋଟ ପିଲାଙ୍କୁ ଟିକାକରଣ କରାଯାଇପାରେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ବିଜେପିର ସଂସଦୀୟ ଦଳ ବୈଠକରେ ଏନେଇ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଟିକାର ଉତ୍ପାଦନ ବଢ଼ାଇବା ଉପରେ ସରକାର ଜୋର ଦେଉଛନ୍ତି । ଆଉ ଏଥିପାଇଁ ଅଧିକ କମ୍ପାନୀଙ୍କୁ ଟିକା ଉତ୍ପାଦନ ନେଇ ଲାଇସେନ୍ସ ଦେବା ଉପରେ ବିଚାର କରାଯାଉଛି।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ