କଟକରୁ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

କଟକ:  ଅପରାଧିଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି କଟକ। ଆଜି ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୩୦ ରାଉଣ୍ଡ ଗୁଳି, ୫ ବନ୍ଧୁକ ୬ଟି ମୋବାଇଲ ଓ ୨ ବାଇକ ଜବତ କରିଛି।

ସୂଚନାନୁସାରେ ଡକାୟତି ଯୋଜନାବେଳେ ଆଜି ମହନଦୀ ହାଡ଼ିଆ ପଠାରେ ସ୍ପେଶାଲ ସ୍କ୍ୱାଡ ଓ ମଙ୍ଗଳାବାଗ ଥାନା ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସକୁ ଦେଖି ଫେରାର ହୋଇ ଯାଉଥିବା ବେଳେ ପୋଲିସ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।

Leave A Reply

Your email address will not be published.

ବ୍ରେକିଂ