ଭୁବନେଶ୍ୱର : ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ସୌଦାମିନୀ ସାହୁ । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର ଠିକ ସମୟରେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ତେବେ ଦମ୍ପତ୍ତି ବିଧାନସଭା ସମ୍ମୁଖକୁ କିପରି ଏବଂ କାହିଁକି ଆସି ଆତ୍ମହତ୍ୟା ଉଦ୍ୟମ କଲେ । ଶୁଣନ୍ତୁ ଘଟଣା ପଛର କାହାଣୀ ।