ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ ଦିଆ ମିର୍ଜା

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀ ବୈଭବ ରେଖି ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି। ସେ ତାଙ୍କ ପୁଅଙ୍କ ନାମ ଅଭ୍ୟାନ ଆଜାଦ ରେଖୀ ରଖିଛନ୍ତି।

ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ପୁଅ ଅକାଳରେ ଜନ୍ମ ହୋଇଛି ଏବଂ ବର୍ତ୍ତମାନ ଆଇସିୟୁରେ ତାଙ୍କର ଯତ୍ନ ନିଆଯାଉଛି।

 

Leave A Reply

Your email address will not be published.

ବ୍ରେକିଂ