ଆରମ୍ଭ ହେଲା ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣନା

ସମ୍ବଲପୁର: ଆରମ୍ଭ ହେଲା ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା । ଆଜି ହୀରାକୁଦରେ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣାନା ଆରମ୍ଭ ହୋଇଛି । ବନ କର୍ମଚାରୀଙ୍କ୨୧ଟି ଟିମ୍  ଡ୍ୟାମ୍ ଭିତରକୁ ଯାଇ ବାଇରାକୁଲାର ଓ ଜିପିଏସ୍ ଦ୍ୟାରା ପକ୍ଷୀ ଗଣନା କରୁଛନ୍ତି ।

ଡ୍ୟାମର ୩୫୬ ବର୍ଗ କିଲୋମିଟର ଅଞ୍ଚଳକୁ ୨୧ଟି ସେକ୍ଟରରେ ଭାଗ କରାଯାଇଛି । ଏହି ୨୧ଟି ଟିମ ହୀରାକୁଦ, ଝାରସୁଗୁଡା ଓ ସମ୍ବଲପୁରରେ ଗୋଟିଏ ଗୋଟିଏ ସେକ୍ଟରରେ ପକ୍ଷୀ ଗଣନା କରୁଛନ୍ତି । ତେବେ, ଆଜି ଅପରାହ୍ନ ସୁଦ୍ଧା ଗଣନା ଶେଷ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.

ବ୍ରେକିଂ