IOCL ଗ୍ୟାସ୍ ମାର୍କେଟିଂ ଟର୍ମିନାଲରେ ଅଗ୍ନିକାଣ୍ଡ

ପାରାଦୀପ: ବାଉରିଆପାଳନ୍ଦାରେ ଥିବା IOCL ଗ୍ୟାସ୍ ମାର୍କେଟିଂ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହି ଟର୍ମିନାଲରେ LPG ଗ୍ୟାସ୍ ଷ୍ଟକ୍ ରହୁଥିଲା। ସେପଟେ  କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ଏବେସୁଦ୍ଦା ଜଣାପଡ଼ିନାହିଁ ।

 

Leave A Reply

Your email address will not be published.

ବ୍ରେକିଂ