ଟିଆରପି ଠକେଇ ମାମଲା,ଅର୍ଣ୍ଣବଙ୍କ ବିରୋଧରେ ରହିଛି ଯଥେଷ୍ଟ ପ୍ରମାଣ: ମୁମ୍ବାଇ ପୋଲିସ

ମୁମ୍ବାଇ: ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ରକହିଛି ଯଥେଷ୍ଟ ପ୍ରମାଣ। ଟେଲିଭିଜନ ରେଟିଂ ପଏଣ୍ଟସ ବା ଟିଆରପି ଠକେଇ ମାମଲାରେ ତଦନ୍ତ କରି ହାଇକୋର୍ଟଙ୍କୁ ଜଣାଇଛି ମୁମ୍ବାଇ ପୋଲିସ।   ଜାନୁୟାରୀ ୧୫ ତାରିଖରେ ହେବାକୁ ଥିବା ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ପ୍ରତିଶ୍ରୁତି ଦେଇଛି ପୋଲିସ।

ସୂଚନା ଯୋଗ୍ୟ କିଛି ଚ୍ୟାନେଲ ବିଜ୍ଞାପନରୁ ଅଧିକ ଆୟ କରିବା ଲାଗି ଟିଆରପି ଠକେଇ କରୁଥିବା ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ ଗତବର୍ଷ ଅଭିଯୋଗ କରିଥିଲା।  ରିପବ୍ଲିକ ଟିଭି ନାଁରେ ମଧ୍ୟ  ଟିଆରପି ଠକେଇ ମାମଲା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.

ବ୍ରେକିଂ