ଗଙ୍ଗନଗର ଛକରୁ ଅଢେଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ଗିରଫ

ଭୁବନେଶ୍ଵର : ଗଙ୍ଗନଗର ଛକରୁ ୫୦ କେଜି ଗଞ୍ଜେଇ ଜବତ । ଏଥିରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ଵାର୍ଡ । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ । ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ବର ଆସିଥିଲା । ଗଞ୍ଜେଇ ଆସୁଥିବା କାରକୁ ମଧ୍ୟ ଜବତ କରାଯାଇଛି । ତେବେ ଏହି ଗଞ୍ଜେଇ ଚୋରାଚାଲାଣ କେଉଁ ଆଡେ ଲମ୍ବିଛି ତାର ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

Leave A Reply

Your email address will not be published.

ବ୍ରେକିଂ