ରାୟଗଡାରେ ଟ୍ରକ ସହ ଦେଢ କୋଟିର ଗଞ୍ଜେଇ ଜବତ

ରାୟଗଡା: ବିପୁଳ ପରିମାଣରେ ଗଞ୍ଜେଇ ଜବତ ।  ଗଞ୍ଜେଇ ମାଫିଆ ନିରାଶ । ମାଫିଆ ମାଲାମାଲ ହେବାପାଇଁ ଏକ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ନେଉଥିବା ବେଳେ ଧରାପଡିଛନ୍ତି ।  ରାୟଗଡାରେରେ ଏକ ଟ୍ରକ ଭିତରୁ  ଦେଢ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି ।

ମୁକୁନ୍ଦପୁର ଘାଟିରେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜବତ କରିଛି । ଟ୍ରକ ଭିତରୁ ୫୬ଟି ବସ୍ତାରେ ଥିବା ୧୬ କ୍ୱିଣ୍ଟାଲ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ତେବେ, ସ୍କ୍ୱାଡ୍ ଚଢାଉ ବେଳେ ଟ୍ରକ ଛାଡି ଫାରାର ହୋଇଯାଇଛନ୍ତି ସମ୍ପୃକ୍ତ ଗଞ୍ଜେଇ ମାଫିଆ ।

Leave A Reply

Your email address will not be published.

ବ୍ରେକିଂ