୫ ଲକ୍ଷ ଟଙ୍କାରେ ଗୋଲଡେନ ବାବା ମନୋଜ ସେନଗାରଙ୍କ ସୁନା ମାସ୍କ

କାନପୁର: ଦେଶରେ ମହାମାରୀ କରୋନା ପ୍ରକୋପ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମହାମାରୀଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାକୁ ନଜର ରଖି ସୁନାରେ ଏକ ମାସ୍କ ତିଆରି କରିଛନ୍ତି ମନୋଜ ସେନଗାର ବା ମନୋଜଆନନ୍ଦ ମହାରାଜ । ଯେ କି ଗୋଲଡେନ ବାବା ଭାବେ ପରିଚିତ । ତେବେ ଏହି ମାସ୍କର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ସେ କହିଛନ୍ତି କରୋନାର ଦ୍ୱିତୀୟ ଲହର ଭାରି ଭୟଙ୍କର । ତେଣୁ ମୁଁ ଯେଉଁ ସୁନାର ମାସ୍କ ତିଆରି କରିଛି ଏହା ଟ୍ରିପିଲ କୋଟେଡ, ସାନିଟାଇଜଡ ଯାହାକି ୩ ବର୍ଷ ପର୍ଯ୍ୟନ୍ତ ସେମିତି ଅକ୍ଷୂର୍ଣ୍ଣ ରହିବ ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ