ଧାବିକା ହିମା ଦାସ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତର ଜଣାଶୁଣା ଷ୍ଟାର ଆଥଲେଟ  ହିମା ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଟ୍ରେନିଂ ନେବା ପାଇଁ ତିନି ଦିନ ପୂର୍ବରୁ ପଟିଆଲାରେ ପହଞ୍ଚିଥିଲେ।  କିନ୍ତୁ ଏହି ସମୟରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯାହାଫଳରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ ଜୁଲାଇ-ଅଗଷ୍ଟରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିଲେ । ମାଂସପେଶୀ ଚାପ ଯୋଗୁଁ ସେ କିଛି ସମୟ ପାଇଁ ବ୍ରେକ୍ ରେ ଥିଲେ ।

Leave A Reply

Your email address will not be published.

ବ୍ରେକିଂ