ଜାନୁଆରୀ ୩୦ରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଅମିତ ଶାହା

ନୂଆଦିଲ୍ଲୀ: ପୁଣି ଜାନୁଆରୀ ୩୦ରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଅମିତ ଶାହା । ଡିସେମ୍ବର ୧୯-୨୦ ପରେ ଶାହାଙ୍କ ଏହା ଦ୍ୱିତୀୟ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ ହେବ।

ସୂଚନାନୁସାରେ ଚଳିତ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ମାଟୁଆ ସମ୍ପ୍ରଦାୟ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ୨୦ ବିଧାନସଭା ଆସନରେ ଏହି ସମ୍ପ୍ରଦାୟର ବେଶ ଭୂମିକା ରହିଛି।   ତେଣୁ ଏହି ଅନୁସାରେ ଶାହା ଏହି ଗସ୍ତ ସମୟରେ ଉତ୍ତର ପ୍ରାଗଣାରେ ଆୟୋଜିତ ହେବାକୁ ଥିବା ବିଶାଳ ରାଲିରେ ମାଟୁଆ ସମ୍ପ୍ରଦାୟକକୁ ସମ୍ବୋଧନ କରିବେ।ଏହି ରାଲିରେ ମାଟୁଆ ସମ୍ପ୍ରଦାୟର ବିଜେପି ସାଂସଦ ଶାନ୍ତନୁ ଠାକୁର ଅଂଶଗ୍ରହଣ କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି।

Leave A Reply

Your email address will not be published.

ବ୍ରେକିଂ