ରବିବାର ୟୁରୋପ ଗସ୍ତରେ ଯିବ ଭାରତୀୟ ହକି ଟିମ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ପ୍ରାୟ ବର୍ଷ ଧରି ଭାରତୀୟ ହକି ଟିମ୍ ଆନ୍ତର୍ଜାତୀୟ ମ୍ୟାଚ ଖେଳି ଥିଲା ଏବେ ପୁନର୍ବାର ଟିମ୍ ଇଣ୍ଡିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ସଜବାଜ ହେବା ଆରମ୍ଭ କରିଛି ଫେବୃୟାରୀ ୨୧ ଅର୍ଥାତ ଆସନ୍ତାକାଲି ଭାରତୀୟ ଦଳ ୟୁରୋପ ଗସ୍ତରେ ଯିବ ୧୭ ଦିନିଆ ଏହି ଗସ୍ତରେ ୨୨ଜଣିଆ ଦଳ ଜର୍ମାନୀ ବ୍ରିଟେନ ପରି ଟିମ୍ ସହିତ ମ୍ୟାଚ ଖେଳିବ

ଶେଷ ଥର ଭାରତ ଭୁବନେଶ୍ୱରରେ ଏଫଆଇଏଚ ପ୍ରୋଲିଗ୍ ଖେଳିଥିଲା ଫେବୃୟାରୀ ୨୮ ମାର୍ଚ୍ଚ ୨ରେ ଜର୍ମାନୀ ବିପକ୍ଷରେ ଖେଳି ସାରିବା ପରେ ବେଲଜିୟମ ଯିବ ସେଠାରେ ମାର୍ଚ୍ଚ ୮ରେ ୨ଟି ମ୍ୟାଚ ଖେଳିବ ଏବେ ବାଙ୍ଗୋଲୋରରେ ବାୟୋ ବବଲ ମଧ୍ୟରେ ଟିମ୍ ଇଣ୍ଡିଆ ଅଭ୍ୟାସ ଜାରି ରଖିଛି

Leave A Reply

Your email address will not be published.

ବ୍ରେକିଂ