ଦେଶରେ ଦିନକରେ ୨୭,୧୭୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୧୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୪  ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ, ୩୮,୦୧୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂଆ ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୩,୧୬,୭୫୫ ଓ ମୃତ୍ୟୁସଂଖ୍ୟା ୪,୪୩,୪୯୭ରେ ପହଞ୍ଚିଛି। ସେହିପରି ସମୁଦାୟ ସୁସ୍ଥତାସଂଖ୍ୟା  ୩,୨୫,୨୨,୧୭୧ ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୦୮୭ ରହିଛି ।  ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭୫,୮୯,୧୨,୨୭୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

 

Leave A Reply

Your email address will not be published.

ବ୍ରେକିଂ