ଅକ୍ଟୋବର ୩ ତାରିଖରେ JEE ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ:  ଅକ୍ଟୋବର ୩ ତାରିଖରେ JEE ଆଡଭାନ୍ସ ପରୀକ୍ଷା । IIT ରେ ନାମଲେଖା ପାଇଁ ହେବ ଜେଇଇ ଆଡଭାନ୍ସ ପରୀକ୍ଷା।  କୋଭିଡ୍‌ ଗାଇଡଲାଇନ୍‌ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚଳିତ ବର୍ଷ ଆଇଆଇଟି ଖଡ଼ଗୁପର ପରୀକ୍ଷା ଆୟୋଜନ କରୁଛି। ବିଭିନ୍ନ ଆଇଆଇଟିରେ ପଢ଼ିବାକୁ ଚାହୁଁଥିବା ପିଲାମାନେ ଏହି ପରୀକ୍ଷା ଦେଇ ପାରିବେ। ରାଙ୍କ ଅନୁସାରେ ସେମାନଙ୍କୁ ଆଇଆଇଟିରେ ଆଡମିଶନ ପାଇଁ ଅନୁମତି ମିଳିବ।

Leave A Reply

Your email address will not be published.

ବ୍ରେକିଂ