ବୌଦ୍ଧରୁ ବାଘଛାଲ ଜବତ,ଜଣେ ଗିରଫ

ବୌଦ୍ଧ: କ୍ରାଇମବ୍ରାଞ୍ଚ STF ଦ୍ୱାରା ବାଘଛାଲ ସ୍ମଗଲିଂର ପର୍ଦ୍ଦାଫାସ । କଲରାପତିଆ ବାଘ ଛାଲ ଜବତ ସହ ଜଣେ ସ୍ମଗଲରକୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରା ଅଞ୍ଚଳରୁ ଗିରଫ କଲା STF ।

ସେହିପରି ଗୋଟିଏ ଦେଶୀ ବନ୍ଧୁକ, ୧୨ଟି ସିସା ଗୁଳି,ଗନ୍ ପାଉଡର ଜବତ କରିଛି STF । ଗିରଫ ଅଭିଯୁକ୍ତ ଜଣକ ଘୁଚିଙ୍ଗି ଗାଁର ହର ରଣା ବୋଲି ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ