ବାବା ଲିଙ୍ଗରାଜଙ୍କ ନିକଟରେ ଜଳିଳା ୧୦ହଜାର ଦୀପ

ଭୁବନେଶ୍ୱର: ଝଲସିଲା ଏକାମ୍ର କ୍ଷେତ୍ର। ବାବା ଲିଙ୍ଗରାଜ ମହାପ୍ରଭୁଙ୍କ ପାଖରେ ଜଳିଲା ୧୦ ହଜାରରୁ ଅଧିକ ଦୀପ ।   ରାଜ୍ୟ କ୍ୟାବିନେଟରେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶକୁ ମଞ୍ଜୁରୀ ମିଳିବା ପରେ ସେବାୟତଙ୍କ ପକ୍ଷରୁ ଦେବାଧିଦେବ ମହାଦେବଙ୍କ ପାଖରେ ଦୀପ ପ୍ରଜ୍ୱଳ କରାଯାଇଛି। ଦୀପର ଆଲୋକରେ ଆଲୋକିତ ହୋଇଥିଲା ସମଗ୍ର ଲିଙ୍ଗରାଜ କ୍ଷେତ୍ର । ଭାବ ବିହ୍ୱଳ ହୋଇଥିଲେ ଭକ୍ତ, ସୃଷ୍ଟି ହୋଇଥିଲା ଭକ୍ତିର ପରିବେଶ।   

Leave A Reply

Your email address will not be published.

ବ୍ରେକିଂ