ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଚଢ଼ାଉ, ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ଦେଶୀ ମଦ ଓ ପୋଚ ଭାଟିରେ ଉପରେ ଚଢ଼ାଉ । ପୋଲିସ ଚଢ଼ାଉ କରି ୨୨ ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୨ଶହ ଲିଟର ଦେଶୀ ମଦ ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି । ଏଥିସହ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ସାଲିଆ ସାହି ବସ୍ତିର ନୟାଗଡ଼ ସାହିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଓ କମିଶନରେଟ ପୋଲିସର ଫ୍ଲାଇଙ୍ଗ ସ୍କାଡ ମିଳିତ ଭାବେ ଚଢାଉ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଥିବା ବେଳେ ପୋଚ ଗୁଡିକୁ ନଷ୍ଟ କରି ଦେିଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ